ଭୁବନେଶ୍ୱର ସାଂସଦ : ଟାଙ୍ଗି ବନ୍ଧୁମିଳନ 2023

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗି ବ୍ଲକରେ ଆୟୋଜିତ ବନ୍ଧୁମିଳନରେ ସମ୍ବୋଧନ ଦେଇ ନୂତନ ବର୍ଷର ଶୁଭେଚ୍ଛା ସହ ମୋଦି ସରକାରଙ୍କ ଉପଲବ୍ଧି ଏବଂ ସହକର୍ମୀ ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଜିଲ୍ଲା ସଭାପତି ରଶ୍ମି ମହାପାତ୍ର , ବିଧାୟକ ପାର୍ଥି କଲୁ ଖଣ୍ଡାୟତରାୟ ଶ୍ରୀ ନିକୁଞ୍ଜ ପଟ୍ଟନାୟକ ସମସ୍ତ ନେତୃବୃନ୍ଦ ଏବଂ ସହ ସହ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଜନସାଧାରଣ ଉପସ୍ଥିତ ଥିଲେ l

Exit mobile version