ନୟାଗଡ଼ ଜିଲ୍ଲା ର ପ୍ରକଳ୍ପ ନିର୍ଦ୍ଦେଶକ (PD) ଓ ରଣପୁର ବ୍ଲକ୍ ବିଡ଼ିଓ ନିଷ୍ପତ୍ତି ନେଇଛନ୍ତି : ଜବ୍ କାର୍ଡ ଧାରିମାନଙ୍କୁ ଦାଦନ ପଠାଇବା ପାଇଁ

ବିଡ଼ିଓ, ପିଡିଙ୍କ ମଧୁ ଚନ୍ଦ୍ରୀକାରେ ରଣପୁର ବ୍ଲକ୍ ରେ ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ୍ କରୁଛି କାମ – ଯନ୍ତ୍ରୀ ମାଲେମାଲ

୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ବ୍ଲକ୍ ଅଧୀନ ନରସିଂହପୁର ଗ୍ରାମ ପଞ୍ଚାୟତ ରେ ମନରେଗା ଯୋଜନାରେ ଥିବା ନିୟମ କୁ ଅମାନ୍ୟ କରି ଜବ୍ କାର୍ଡ ଧାରିମାନଙ୍କୁ କାର୍ଯ୍ୟ ରେ ନିୟୋଜିତ ନ କରି ମେସିନ୍ କରୁଛି କାମ, ନିୟମ ଅନୁସାରେ କାର୍ଯ କ୍ଷେତ୍ରରେ ବୋର୍ଡ ଲେଖା ଯାଇନାହିଁ, କିମ୍ବା ଜବ୍ କାର୍ଡ ଧାରିମାନଙ୍କୁ ନେଇ କୋୖଣସି ବୈଠକ ଅନୁଷ୍ଠିତ ହୋଇନାହିଁ, ପୁରୁଣା ପୋଖରୀ ଅଳ୍ପ କିଛି ମାଟି ଉଠାଇ ବିଲ୍ କରିବାର ମସୁଧା କରାଯାଇଛି, ସେହି ପୋଖରୀ ମାଟି କୁ ରାସ୍ତା କାମ ଓ ଖେଳପଡିଆ କରାଯାଉଛି ଉକ୍ତ କାମରେ କିଛି ଲୋକ କହିବାରୁ ନା ନା ଧମକ ଚମକ ଦିଆଯାଉଛି, ଉକ୍ତ କାର୍ଯ୍ୟକ୍ଷେତ୍ରରେ ଜିଆରଏସ୍ ଲକ୍ଷ୍ମୀଧର ଜେନା ଛିଡ଼ାହୋଇ କରାଉଛନ୍ତି, ତେଣୁ ସାଧାରଣ ରେ ଦାବି ହେଉଛି କାର୍ଯ୍ୟ ଗୁଡ଼ିକ ନିୟମ ଅନୁସାରେ କରାଯାଉ । କିଛି ବ୍ୟକ୍ତି କାମ ନ ପାଇ ଦାଦନ ଗଲେଣି ଏଥିପ୍ରତି ବ୍ଳକ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ ପାଇଁ ।

 

Exit mobile version