ଶ୍ରୀକ୍ଷେତ୍ର ମହୋତ୍ସବ ର ଚତୁର୍ଥ ସଂଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ

ଶ୍ରୀକ୍ଷେତ୍ର ମହୋତ୍ସବ ର ଚତୁର୍ଥ ସଂଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ l ଓ ସାହିଯାତ ମେଡ଼ ନୁର୍ତ୍ୟ ପରିବେଷଣ

ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ  :- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ,ଜାଗା ଆଖଡା କମିଟି ଓ ଓରମାସ ର ମିଳିତ ସହଯୋଗ ରେ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ର ଚତୁର୍ଥ ସଂଧ୍ୟା ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ ସଂଧ୍ୟା କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ମହୋତ୍ସବର ଉଦ୍ଦେଶ୍ୟ ସମସ୍ତ ଙ୍କୁ ଏକତ୍ର କରିବା ଓ ଭାଇଚାରା ପ୍ରତିଷ୍ଠା ବୋଲି କହିଥିଲେ। ବରିଷ୍ଠ ସଦସ୍ୟ ଚକ୍ରଧର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ MLA ଯ୍ୟନ୍ତ କୁମାର ଶାଢ଼ଗୀ , ବରିଷ୍ଠ ସେବାୟତ ramkrushna ଦାସମହାପାତ୍ର,ବାଲିସାହି ଆଖଡା ସଭାପତି ତଳଛୁ ନିଳକଣ୍ଠ ମହାପାତ୍ର, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମହୋତ୍ସବ କମିଟିର ଯୁଗ୍ମ ସମ୍ପାଦକ ଅନନ୍ତ ତିଆଡି, ବରିଷ୍ଠ ସଦସ୍ୟ ନରେନ୍ଦ୍ର କୁମାର ମହାନ୍ତି, ପ୍ରଦ୍ୟୁମ୍ନ କୁମାର ମିଶ୍ର,କୃଷ୍ଣ ଚନ୍ଦ୍ର ସାମନ୍ତରାୟ,ଚନ୍ଦନ ପ୍ରତିହାରୀ,ଶ୍ୟାମ ସୁନ୍ଦର ମହାପାତ୍ର, ବାସୁଦେବ ତିଆଡି, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।ପରେ ଦୋଳମଣ୍ଡପ ସାହି ର ସେବାୟତ ପରିବାର ର ପ୍ରଥମ ଜାଲା କୁନି ଶିଶୁ ସେବାୟତ ଆଶୁତୋଷ ଦଇତାପତି ଓ ଅନୁଭବ ଦଇତାପତି ଙ୍କ ମେଢ଼ ବହୁତ ଆକ୍ସିତ କରିଥିଲl lବାଲିସାହି ଜାଗା ଆଖଡାର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଦୁଇ ସାହି ପକ୍ଷରୁ ପାରମ୍ପରିକ ସାହିଯାତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ନବ ପ୍ରତିଭାର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପ୍ରାରମ୍ଭରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା
ପରେ ସେମାନଙ୍କୁ ମାନପତ୍ର ଦେଇ ସାନମାନିତ କରା ଯାଇଥିଲା ବିଭିନ୍ନ ସାହି ମୁଖ୍ୟ ମାନଙ୍କୁ ମଧିୟ ସମ୍ମାନିତ କରାଯାଇଥିଲା

Exit mobile version