କଟକ ର ସଭାପତି ସରୋଜ ସିଂହ ଙ୍କ ନେତୃତ୍ୱ ରେ କଟକ ର ସପ୍ତଦି ଭବନ ଠାର ଏକ ଶପଥ ଅନୁଷ୍ଠିତ ହୋଇଯାଇଛି l
୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- ସପ୍ତାଦି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିl ଶ୍ରୀ ସରୋଜ ସିଂହ ଅଧକ୍ଷତା କରିଥିଲେl ଏହି ଥରେ ମହାନ ସାଧୁ ସନ୍ତ ମାନେ ଯୋଗ ଦେଇଥିଲା ବେଳେ ବିଶିଷ୍ଟ ଜନନାୟକ ତଥା ପୂର୍ଵ ତନ କେଦର ମନ୍ତ୍ରୀ ଶ୍ରୀ ଭଜମନବେହେରା ଭତ୍ସକୁ ଉଦଘାଟନ କରିଥିବାବେଳେ, ମୁଖିୟଵକ୍ତା ଭାବେ,ପୂର୍ତ୍ତନ ମନ୍ତ୍ରୀ ଶ୍ରୀମତୀ ବିଜୟଲଷ୍ମୀ ସହୂ ,ବିଶିଷ୍ଟ ସମାଜ଼ ସେଵୀ ତଥା ପୂର୍ତ୍ତନ ମନ୍ତ୍ରୀ ବିଧାୟକ ଡ. ପ୍ରଭାତ ରଜନ ବିଶ୍ୱାଳ ସାନମାନିତ ଅତିଥି ଭାବେ, ଆନ୍ତଜାତୀୟ ଆବାହକ ଇଞ୍ଜିନିୟର ସୋହ୍ନ ପ୍ରଧାନ ବରଣୀୟ ଅତିଥି ଭାବେ, ସ୍ୱାମୀ ଗିରିଜା ନନ୍ଦନ ପର୍ବତ ମହାରାଜ, ସ୍ୱାମୀ ବିଷ୍ଣୁ ଗିରି ମହାରାଜ, ଅର୍ଥ କମିଟି ର ଅଦକ୍ଷୀୟ ଶ୍ରୀ ସୂର୍ଯୟ ରଥ, ଯୋଗାଯୋଗ କମିଟି ର ଅଦକ୍ଷ ଶ୍ରୀ ସରୋଜ ଜେନା ପ୍ରମୁଖ ଯୋଗଦାନ କରି ମହାସମ୍ମିଳନୀ କୁ ସଫଳ କରିବା ନିମନ୍ତେ ବହୁ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ . ଅନ୍ୟମାନଙ୍କ ମଦ୍ଧିରେ ଅନୁଷ୍ଠାନ ର କାର୍ଯ୍ୟକାରି ସଭାପତି ଡପ୍ରଦୀପ ମହାନ୍ତି, ମହା ସଚିବ ଡ. ଅଭିନ ହୋତା, ସ୍ୱାଛ ସେବି କମିଟି ର ଅଧକ୍ଷୟ ଶ୍ରୀ ଲଲାଟନଦୁ ବଡୁ, ସାଧାରଣ ସ୍ପାଦକ ଡ. ବସନ୍ତ କୁମାର ଜେନା, ରାଜ୍ୟ ସଭାପତି ଶ୍ରୀ ଗୋଲକ ବିହାରୀ ଦାସ, ସ୍ଵଛ୍ୟ କମିଟି ଉପାଧ୍ୟାକ୍ଷ ଡ. ଅଜୟ ମହାପାତ୍ର,ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସହୂ, ମହାନଗର ସଭାପତି ଶ୍ରୀ ବିନୟ ମହାନ୍ତି,କଟକ ପୂର୍ବା ଅଞ୍ଚଲ ସଭାପତି ଶ୍ରୀ ଅରବିନ୍ଦ ସହୂ ରାଜିୟ ମହାସଚିବ ଶ୍ରୀ ପ୍ରତାପ ରାଉତରାୟ,ପଶ୍ମିଅଞ୍ଚଲସଭାପତି ଶ୍ରୀ ପ୍ରଦୀପ କୁମାର ସାମଲ,ରାଷ୍ଟୟ ସଂପାଦକ ଶ୍ରୀ ବିଜୟୀ ମହାରଣା ପ୍ରମୁଖ ମଞ୍ଚ ଆଲୋଚନା ରେ ଅଂଶ ଗହଣ କରୀ ଥିଲେ l ସଭା ପ୍ରାର୍ଭ ରେ ମହାନଗର ସାଧାରଣ ସମ୍ପାଦକ ଶ୍ରୀ ମନୋଜ ନାୟକଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତଣ କରିଥିବା ବେଳେ ରାଜିୟ ସାଧାରଣ ସମ୍ପାଦକ ଶ୍ରୀ ଦିଲୀପ କୁମାର ସ୍ୱାଇଁ, ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ରାଷ୍ଟୟ ସମ୍ପlଦିକା ଶ୍ରୀମତି ସ୍ମିତା ମାଲିକ ସ୍ୱାଗତ ଭାଷଣ ପ୍ରଦାନ କରି ଥିଲା ବେଳେ ମହାସଚିବ ଡ.ଅଭିନ୍ନ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ l
