ଭୁବନ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଏନଏସି ପରିସରରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ ବଣିକ ସଂଘ ସଭାପତି ,ଏନଏସି ନିର୍ବାହୀ ଅଧିକାରୀ , ଥାନାଧିକାରୀ , ଅଗ୍ନିଶମ ଅଧିକାରୀ ,କାଉନସିଲର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ନଗରପାଳ କାଳିବଜାରସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।
Related Content
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ
by
Proprietor Abhimanyu Maharana
May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
by
Proprietor Abhimanyu Maharana
May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
May 4, 2026
Brutal Crime in Nasrapur Sparks Outrage : Accused Arrested
by
Proprietor Abhimanyu Maharana
May 4, 2026
Delay in water supply in Pune : Water to taps only between 1 and 2 pm
by
Proprietor Abhimanyu Maharana
May 4, 2026
ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.
by
Proprietor Abhimanyu Maharana
May 4, 2026