ଇଟାମାଟି ବଜାର ବଣିକ ସଂଘ ତରଫରୁ : ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଇଟାମାଟି :- ଇଟାମାଟି ବଜାର ବଣିକ ସଂଘ ତରଫରୁ ସଭାପତି କିଶୋର ଚଦ୍ର ନାୟକ ଅଧକ୍ଷତା ରେ ଜାତୀୟ ପତାକା ଉତ୍ତଳନ କରାଯାଇଥିଲା  | ଏଠାରେ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା ଯୋଗ ଦେଇଥିଲେସଂପାଦକ ଅଜୟ କୁମାର ସାହୁ ଉପ ସଭାପତି ସୁରେଶ କୁମାର ସାହୁ କୋଷାଧକ୍ଷ ସନ୍ତୋଷ କୁମାର ପୃଷ୍ଟି ବିଶିଷ୍ଟ ବ୍ୟବସାୟୀ ଉମେଶ ଚଦ୍ର ସାହୁ ଏବଂ ଇଟାମାଟି ବଣିକ ସଂଘ ର ସମସ୍ତ କମିଟି ମେମ୍ବର ଓ ବ୍ୟବସାୟୀ ଭାଇ ମାନେ ଯୋଗଦେଇଥିଲେ ବହୁ ଉତ୍ସାହ ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା  |

Exit mobile version