ଆର,ଉଦୟଗିରି ଗ୍ରାମରେ କଂଗ୍ରେସ କର୍ମୀଙ୍କ ଭାରତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଆର,ଉଦୟଗିରି ବ୍ଳକ କଂଗ୍ରେସ ତରଫରୁ ଭାରତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ବ୍ଳକ ସଭପତି ଲକ୍ଷ୍ମୀ ପାଇକ ସଭାପତିତ୍ବ କହିଥିଲେ । ଏହି କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଚାଲିଥିବା ବେଳେ ଆଜି ଆର.ଉଦୟଗିରି ବ୍ଳକ କଂଗ୍ରେସ ତରଫରୁ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ପ୍ରତିନିଧି ଗୋପାଳ ଦଳେଇ, ନୁଆଗଡ ବ୍ଳକ ସଭାପତି ମିନ ମଣ୍ଡଳ ଓ ରାୟଗଡା ବ୍ଳକ ସଭାପତି ସୁଆଲ ସିଂ ଏବଂ ସତାଧିକ କଂଗ୍ରେସ କର୍ମୀମାନେ ଜାତୀୟ ପତକା ଧରି ଦେଶରେ ଦିନକୁ ଦିନ ଅରାଜଗତା, ନାରୀ ଧର୍ଷଣ, ଦ୍ରାରିଦ୍ରତା, ମହଙ୍ଗାଇ ଓ ବେରୋଜଗାର ବଢି ବଢି ଚାଲିଥିବା ଏହିପରି ସହ ବିଜେଡି ଓ ବିଜେପି ବିରୋଧରେ ଶୋଗାନ ଦେଇ ଗ୍ରାମ ସହ ପ୍ରତି ସାହି ପରିକ୍ରମା କହିଥିଲେ । ଏହି କଂଗ୍ରେସ କର୍ମୀମାନେ ଗ୍ରାମର ହାଟପଦା ରୁ ବାହାରି ଗ୍ରାମ ପରିକ୍ରମା କହିଥିଲେ ।

 

Exit mobile version