N.H.326ର‌ କର୍ତ୍ତୣପକ୍ଷଙ୍କ ଠାରେ ନାହିଁ ନିଙ୍ଘା : କାର୍ଯ୍ୟ ନିର୍ବାହି ଯନ୍ତ୍ରୀଙ୍କ ସହିତ ଠିକାଦାରକ ମଧୁ ଚନ୍ଦ୍ରିକା

ଖଜୁରୀପଦା ଠାରୁ ରାଗେଇଝୁଲୀ ମଝିରେ ରାସ୍ତା ମରାମତି କାର୍ଯ୍ଯ ନିମ୍ନମାନର ।

୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି ଜିଲ୍ଲା :-  ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ହାତୀବାଡ଼ି ଠାରୁ ଛେଳିଗଡ଼ ପର୍ଯ୍ଯନ୍ତ ଜାତୀୟ ରାଜପଥ N.H 326 A ର ମରାମତି କାର୍ଯ୍ୟ ଚାଲୁରହିଥିବା ବେଳେ ନୁଆଗଡ଼ ବ୍ଲକ୍ ଖଜୁରୀପଦା ଠାରୁ ରାଗେଇଝୁଲୀ ମଝିରେ ଜାତୀୟ ରାଜପଥ ମଧ୍ଯରେ ଅତ୍ଯନ୍ତ ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗ ହୋଇଛି । ପୁରୁଣା ରାସ୍ତା ଉପରେ ବିଛା ଯାଇଥିବା ଗୋଡ଼ି, କାର୍ଯ୍ୟ ଆରମ୍ଭ ହୋଇ ସାତ ଦିନ ପରେ ହାତରେ ବାହାର କରିଦେଲେ ପିଛୁ ଗୋଡ଼ିକ ବାହାରୁଛି । ଏହି ଭଳି ନିମ୍ନମାନର କାମ ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖଜୁରୀପଦା ନୂଆଗଡ଼ର ବ୍ଲକ୍ ର ମୁଖ୍ଯ ବଜାର ଦେଇ ଏହି ରାସ୍ତାଯାଇଥିବା ବେଳେ ପ୍ରତିଦିନ ସହ ସହ ଯାନବାହନ ଯାତାୟାତ କରୁଛି । ତେବେ ଏ ନେଇ ମଧୁ ଚନ୍ଦ୍ରିକାରେ ଜେଇ ଠିକାଦାର କାର୍ଯ୍ୟ ନିର୍ବାହି ଯନ୍ତ୍ରୀଙ୍କ ସହିତ ଠିକାଦାରକ ମଧୁ ଚନ୍ଦ୍ରିକା N.H.326 ର‌ A କର୍ତ୍ତୣପକ୍ଷରେ ନାହିଁ ନିଙ୍ଘା, ବିଭାଗ୍ଯ ଯନ୍ତ୍ରି ଇନଚାର୍ଜ ନିତ୍ୟାନନ୍ଦ ତରାଇ ଙ୍କୁ ଯୋଗୋଯୋଗ କରିବାରୁ କାମ ଠିକ୍ ଠାକ୍ ଅଛିବୋଲି ଅଭିଯୋଗକୁ ଏଡ଼ାଇ ଯାଇଥିବାବେଳେ ନିର୍ମାଣ ଚାଲିଥିବା ରାସ୍ତାକୁ ସଠିକ୍ ଭାବେ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Exit mobile version