୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଅମୂଲ୍ୟ ବାରିକଙ୍କ ରିପୋର୍ଟ । କଟକ :- ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ମିହିର ଦା୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ୨୫ଜାନୁୟାରୀ କଟକ ଜିଲ୍ଲା :- ପ୍ରତିନିଧି ଅମୂଲ୍ୟ ବାରିକଙ୍କ ରିପୋର୍ଟ । କଟକ , ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସ୍ୱର୍ଗତ ମିହିସଙ୍କ ମୃତ୍ୟୁର ବର୍ଷକ ପରେ , ସାନପୁଅ ଅକ୍କାନ୍ତ ଦାସଙ୍କର କଟକ ସ୍ଥିତ ବାସ ଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।
ଅକ୍ଳାନ୍ତ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଏଏମସ୍ ରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ ଦେହକୁ ଆଜି ଭୋରୁ ସଂସ୍କାର କରାଯାଇଥିଲା । ପ୍ରଥମେ ମା ଚାଲି ଯାଇଥିଲେ ପରେ ବାପା ବର୍ଷକ ତଳେ ଚାଲି ଯାଇଛନ୍ତି । ଏବେ ତାଙ୍କ ପରିବାରେ ଶୋକର ଛାୟା ଖେଳିଯାଇଛ.
