୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ଆର,,ଉଦୟଗିରି ବ୍ଲକର ଶିଆଳିଲଟି ପଞ୍ଚାୟତର ଙ୍କୁଆପଡ଼ । ଠାରେ ସନାତନ ଧର୍ମର ଏକ ଭବ୍ୟ ମନ୍ଦିରର ଭୂମି ପୁଜନ ଅବସରରେ ମୁଖ୍ୟ ଅତିଥି ଭାବେ ଆଶିକା ନିର୍ବାଚନ ମଣ୍ଡଳୀ ର ସାଂସଦ ଶ୍ରୀମତୀ ପ୍ରମିଳା ବିଶୋୟୀ,ଗହଣ ଦଳର ପୁଜ୍ୟ ଗୁରୁଜୀ ଶ୍ରୀ ଉସ୍ଚବ ସାହୁ, ଗହଣ ଦଳର ବ୍ରହ୍ମପୁର ମଣ୍ଡଳ ସଭାପତି ଅନୁସୟ୍ଯା ସାହୁ ,
ମୋହନା ମଣ୍ଡଳୀର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଜିଲାପାଳ ଲିଙ୍ଗରାଜ ପଣ୍ଡା, ଛେଳିଗଡ ଜଳସେଚନ ପ୍ରକଳ୍ପ ର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଇଂ ନଗେନ୍ଦ୍ର ନାଥ ମାହାରଣା, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଓ ରାଇୟଡା ବ୍ଳକ ଅଧ୍ୟକ୍ଷା ପୁଣ୍ଣବାସୀ ନାୟକ ଓ ପୂର୍ବତମ ସ୍ବତନ୍ଦ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
