
୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନୂଆଗାଁ,ଦଶପଲ୍ଲା ଏବଂ ଗଣିଆ ଜନସାଧାରଣ ଙ୍କ ଦୀର୍ଘ ବର୍ଷ ର ଆଶା,ସ୍ବପ୍ନ ପୂରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ୩ ଟି ବ୍ଲକ୍ ର ୪୨ ଟି ପଞ୍ଚାୟତ ,୬୧୯ ଟି ଗାଁ ଏବଂ ୨ ଲକ୍ଷ ପରିବାରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୩୯୪ କୋଟି ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବାରୁ ,

