ବାଙ୍କୋଇ କେ. ପି. ଏନ. ଉଚ୍ଚାମାଧ୍ୟମିକ ବିଦ୍ୟାଳୟ ର ଆତ୍ମରକ୍ଷା କୌସଳ ତାଲିମ ଶିବିର ଉଦଯାପିତ

୨୧ଜାନୁଆରୀ ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା :- ଖୋର୍ଦ୍ଧା ବାଙ୍କୋଇ କେ. ପି. ଏନ. ଉଚ୍ଚାମାଧ୍ୟମିକ ବିଦ୍ୟାଳୟ ର ଆତ୍ମରକ୍ଷା କୌସଳ ତାଲିମ ଶିବିର ଉଦଯାପିତ. କେ. ପି. ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତ ଙ୍କ ସଭାପତିତ୍ୱ ରେ ଏହି ସଭା ଆୟୋଜନ କରା ଯାଇ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଅଧ୍ୟାପକ ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାରାୟଣ ସାହୁ. ଶ୍ରୀଯୁକ୍ତ ଶ୍ରୀନିବାସ ଛୋଟରାୟ ଶ୍ରୀଯୁକ୍ତ ଆକବର ଅଲ୍ଲୀ ଅଧ୍ୟାପିକା ହର ପ୍ରିୟା ଦାସ. ଗୀତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଶୈଳୀ ରେ ପ୍ରାମାଣିକ ତଥ୍ୟ ଉପସ୍ଥାପନା କରି ଛାତ୍ରୀ ମାନେ କିଭଳି ଭବିଷ୍ୟତ ରେ ଆତ୍ମରକ୍ଷା କୌଶଳ କୁ ବ୍ୟବହାର କରିବେ ଓ ସାକାର କରିବେ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ. ପ୍ରୋଗ୍ରାମ ଅଫିସର ଶ୍ରୀପ୍ରସାଦ ପରିଚାଳନା କରିଥିଲେ. ଶେଷରେ 12.1. ଠାରୁ 21.1. ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରକୁ ମହାସମାରୋହରେ ଉଦଯାପିତ କରାଯାଇଥିଲା

Exit mobile version