Home ଓଡ଼ିଶା ଶ୍ରୀ ଶ୍ରୀ ନାଗେଶ୍ଵର ବାବାଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ବ୍ଲକ ତୋରା ଅନ୍ତର୍ଗତ ନାଗେନପାଲି ଗ୍ରାମ ଠାରେ ନବ ନିର୍ମିତ ଶ୍ରୀ ଶ୍ରୀ ନାଗେଶ୍ଵର ବାବା ଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଗତ ୧୭ ତାରିଖରୁ କଳସ ସ୍ଥାପନ, ମଙ୍ଗଳା ରୋପଣ ସହ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇଥିଲା। ଏହି ଅବସରରେ ଏକ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ରେ ପହଞ୍ଚି ଥିଲା। ସେହିପରି ୧୮ତାରିଖରେ ନିତ୍ୟ ପୂଜା ସହ ସୂର୍ଯ୍ୟ ପୂଜା,ଗୋପୂଜା ଅନୁଷ୍ଠିତ ହୋଇଥିଲା। ୧୯ତାରିଖରେ ନୂତନ ପ୍ରତିମା ଙ୍କ ଶସ୍ୟା ଭିଷେକ,ହୋମ୨୦ ତାରିଖ ରେ ଦେବତା ପୂଜନ, ମହାସ୍ନାନ, ମୂର୍ତ୍ତି ନ୍ୟାସ, ପ୍ରାଣ ପ୍ରତିଷ୍ଠା ହୋମ ଓ ଶିବ ଙ୍କ ସହସ୍ର ନାମ ପଣ୍ଡିତ ସମୁହଙ୍କ ଦ୍ବାରା ହୋଇ ଥିଲା। ସପ୍ତାହ ବ୍ୟାପୀ ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବର ୨୧ ତାରିଖରେ ରୁଦ୍ରା ଭିଷେକ,ରୁଦ୍ରା ର୍ଚ୍ଚନ, ସପ୍ତଶତୀ ଚଣ୍ଡୀ ହୋମ, ୨୨ତାରିଖରେ ମନ୍ଦିର ଶିଖର ସ୍ନାନ, ନ୍ୟାସ ପ୍ରତିଷ୍ଠା, ସିଂହାସନ ପ୍ରତିଷ୍ଠା, ମହା ମୃତ୍ୟୁଞ୍ଜୟ ହୋମ, ୨୩ ତାରିଖରେ ଧ୍ଵଜା କଳସ ସ୍ଥାପନ, ଦେବତା ପ୍ରବେଶ, ସିଂହାସନରେ ଦେବତା ସ୍ଥାପନ ଓ ପୂର୍ଣ୍ଣାହୂତି ର କାର୍ଯ୍ୟକ୍ରମ ରହିଛି। Categories: ଓଡ଼ିଶା, ବରଗଡ଼, ହୋମ୍ Related Content ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026