Home ଓଡ଼ିଶା ବ୍ୟକ୍ତିଗତ ଜମିରେ ସାମହିକ କୋଠା ନିର୍ମାଣ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦ୍ବାରା ଟଙ୍କା ଖର୍ଚ କରି ବିଭିନ୍ନ ଗ୍ରାମରେ ସ୍ଥାନୀୟ ବ୍ଳକ ପ୍ରଶାସନ ଦ୍ବାରା ଗ୍ରାମରେ କୋଠ ଘର ଓ କମିଟିହାଲ ନିର୍ମାଣ କରାଯାଇ ଏହି ଗୃହକୁ ଗ୍ରାମର କୌଣସି ସାମୁହେକ କାମରେ ବ୍ୟବହାର କରାଯାଏ ଏହା ବ୍ୟକ୍ତି କ୍ରମ ଦେଖିବାକୁ ମିଳିଛି ଆର,ଉଦୟଗିରି ବ୍ଳକରେ । ନୁଆଗଡ ବ୍ଳକର ଗୋଲି ପାଟଚାଳୀ ଏବଂ ଆର. ଉଦୟଗିରି ଦୀପି ନଗର ଠାରେ ୨୦୧୫- ୧୬ ଏବଂ ୨୦୧୮- ୧୯ ରେ ଗ୍ରାମବାସୀ ପାଇଁ ଏଲିୟ ରଇତ ନାମକ ପଟାଜାଗାରେ ସରକାରୀ ଟଙ୍କା ଖର୍ଚ କରାଯାଇ କୋଠ ଗୃହ ନିର୍ମାଣ ବ୍ଳକ ପ୍ରଶାସନ ତରଫରୁ ନିର୍ମାଣ କରାଯାଇଛି । ସରକାରଙ୍କ ନିୟମ ପ୍ରକାରେ ଗ୍ରାମରେ ନିର୍ମାଣ କରାଯାଇଥିବା କୋଠ ଗୃହରେ ଗ୍ରାମର ବୈଠକ ଏବଂ ଗ୍ରାମ କୌଣସି କାମରେ ବ୍ୟବହାର କରିପାରିବା କଥା ଏଲିୟ ତାହା ନକରି ସେ ସେହି ଘରକୁ କିଛି ଛାତ୍ର ଓ ଲୋକଙ୍କୁ ରହିବାକୁ ଭଡାରେ ଦେଇଥିବା ଦେଖିବାକୁ ଅଭିଯୋଗ ହେଉଛି । ଏହି ବିଷୟ ନେଇ ଜମି ମାଳିକ ଏଲିୟ ରଇତଙ୍କୁ ପଚାରିବାରୁ ସେ କହିଥିଲେ ମୋର ପଟା ଜାଗା ମୋର ଇଛା ମୁ ଯାହାଇଛା କରିପାରିବି ବୋଲି କହିଥିଲେ । ଏହି ବିଷୟ ନେଇ ସହକାରୀ ଯନ୍ତୀ ବି, ସାନୁବ କୁମାର ପଚାଚାରୀବାରୁ ସେ କହିଥିଲେ ଆମ ଦାୟତ୍ବ ଗ୍ରାମରେ କୋଠା ଘର କରିବା ଦାଇତ୍ବ ସେହି ଘର କାମ ସରବା ପରେ ଗ୍ରାମବାସୀ ଦେବାପରେ ସେମାନେ କେଉଁ କାମରେ ଲଗାଇବେ କି ଘରଭଡା ଦେବେ ସେ ସବୁ ଆମର କାମ ନୂହେଁ ବୋଲି କହିଥିଲେ । ଏନେଇ କନିଷ୍ଠ ଯନ୍ତୀ ବିରଜା ପ୍ରଶାଦ ପଣ୍ଡା ପଚାରୀବାରୁ ସେ କହିଥିଲେ ସେ କାମ ମୋର ସମୟରେ ସେହି କାମ ନୂହେଁ । କୋଠା ଗୃହକୁ ଭଡା ଦେଇପାରିବେ ନାହିଁ । ଗ୍ରାମର ସାମୁହିକ କାମରେ ବ୍ୟବହାର କରିପାରି ବେ ବୋଲି କହିଥିଲେ । ବିଡିଓ ଲରିମନ ଖର୍ସେଲଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ବ୍ଳକ ଦ୍ବାରା ଟଙ୍କା ଖର୍ଚ ଗୃହ ନିର୍ମାଣ ଗ୍ରାମର ସାମୁହିକ କାର୍ଯ୍ୟରେ ବ୍ୟବହାର କରି ପାରିବେ ମାତ୍ର ସେହି ଗୃହକୁ ଭଡାରେ ଦେଇପାରିବେ ନାହିଁ । ଯଦି ସେମିତି ହୋଇଛି ତଦନ୍ତ ପରେ କାର୍ଯ୍ୟ ଅନୁଷ୍ଠାନ ଗହଣ କରାଯିବ ବୋଲି କହିଥିଲେ । ସାଧାରଣରେ ପ୍ରଶ୍ନ ହେଉଛି ଯେ ଜଣକର ପଟା ଜଗାରେ ଗୋଟିଏ ଘର ୩ ଲକ୍ଷ ନିର୍ମାଣ କରାଗଲା କାହିଁ କି ? Categories: ଓଡ଼ିଶା, ଗଜପତି, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026