ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲାର ଆର,ଉଦୟଗିରି ଗ୍ରାମରେ ଥିବା ମୁଖ୍ୟ ବଜାର ଓ ସାହି ମାନରେ ପରିମଲ ବ୍ୟବସ୍ଥ ବିପର୍ଯ୍ୟସ୍ତ ହୋଇପଡିଛି । ଆର,ଉଦୟଗିରି ସଦର ମହକୁମା ହୋଇଥି୍ଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ । ଅଳିଆ ଆବର୍ଜନା ଭତ୍ତି ହୋଇ ରହିଛି । ବର୍ଷା ହେଲେ ଡ୍ରେନର ପାଣି ରାସ୍ତାରେ ଭାସୁଛି । ଅଳିଆ ଆବର୍ଜନ ସବୁ ରାସ୍ତା ଉପରକୁ ଚାଲି ଆସୁଛି । ଫଳରେ ପରିବେଶ ଦୂଷିତ ହୋଇ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ପରିମଳ ବିଭାଗ ଦ୍ବାରା ମଧ୍ୟ ନଳକୂପର ଚାରିପାଖ ସଫା ସୁତରା କରାଯାଉନାହିଁ । ନଳକୂପ ଚାରିପାଖରେ ପାଣି ଜମି ରହୁଥିଲେ ମଧ୍ୟ ବ୍ଲିଚିଂ ସିଞ୍ଚନ ହେଉନାହିଁ । ଗାଁ ମାନଙ୍କରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି । ସମତି ଗୁଡିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।
ବଷକୁ ସେମାନେ ପାଉଥିବା ୧୦ ହଜାର ଟଙ୍କା ଅନୁଦାନ କେଉଁ ବାବଦରେ ଖର୍ଚ ହେଉଛି। ତାହାକୁ ନେଇ ସାଧାରଣତରେ ପ୍ରଶ୍ନବାଚୀ ସଷ୍ଟି ହେଉଛି । ସ୍ବାସ୍ଥ୍ୟ ବିଭାଗ ଗ୍ରାମର କିଛି ଆଶାସାଥି ଓ ଆଶାକର୍ମୀମାନଙ୍କୁ ସାହି ଡାକବାଜି ଯନ୍ତରେ ସଚେତନା କରି ସ୍ବାସ୍ଥ୍ୟ ବିଭିଗ ଚୁପୁ ରହିଯାଆନ୍ତି । ଆଶା କର୍ମୀମାନେ ବିଭିନ୍ନ ସାହିରେ କୁଡ କୁଡ ଅଳିଆ ଆବର୍ଜନା ପଡିଥିଲେ ମଧ୍ୟ ଅଳିଆ ଡେଇ ଚାଲିଯାଆନ୍ତି । ସେମାନଙ୍କର ଡଗବାଜି ଯନ୍ତୀ ସଚେତନା କରି ଚୁପୁ ରହନ୍ତି । ଗ୍ରାମରେ ପରିମଲ ବ୍ୟବସ୍ଥା ନ ସୁଧାହେଏ ଆଗାମୀ ଦିନରେ ଗ୍ରାମ ଲୋକେ ଝାଡାବାନ୍ତିରେ ସହ ମେଲେରିଆ ଜର ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାଲାଗି ଦାବି ହେଉଛି । ଆର,ଉଦୟଗିରି ପଞ୍ଚାୟତ କିଛି ଓ୍ବାର୍ଡରେ ବାରମ୍ବାର ବାର ଡ୍ରେନ ସଫା କରାଯାଥିବା ବେଳେ ଆଉ କିଛି ସାହି ୧୦ ବର୍ଷରୁ ହେବ ଡ୍ରେନ ସଫା ନକରାଯିବାରୁ ନିଜ ନିଜ ଡ୍ରେନ ସଫା କରୁଛନ୍ତି ସେହି ସାହି ଲୋକମାନେ । ଯେଉଁ ସାହିର ଡ୍ରେନ୍ ସେହିସାର ଓ୍ବାର୍ଡ ମେମ୍ବରମାନେ ଠିକାଦାର ଦାଇତ୍ବ ନେଉଛନ୍ତି । ଯେଉଁ ସାହି ଓ୍ବାଡ ମେମ୍ବର ନାହିଁ ସେହି ସାହିର ସମିତି ସଭ୍ୟ ମାନେ ଡ୍ରେନ୍ ସଫା କରିବାର ଦାଇତ୍ବ ନେଥିବା ସୁଣିବାକୁ ମିଳୁଛି । ସେହିପରି ଦିଗବାର ସାହିରେ କିଛି ଡ୍ରେଡର ଅଳିଆଯାଇଛି ଆଉ କିଛି ଡ୍ରେର ଅଳିଆ ଛାଡି ଦିଆଯାଉଛି ଘର ମାଳିକ ପରେ ସଫାକରାଯିବ ବୋଲି ଚୁପୁ ରହିଯାଉଛନ୍ତି । ଏହି ପଞ୍ଚାୟତରେ ପ୍ରତି ବିଭିନ୍ନ ଓ୍ବାଡ ଡ୍ରେନ ସଫା ନାମରେ ବର୍ଷକୁ ଦୁଇ ତିନିଥର ସଫ କରାବା ନାମରେ ଲକ୍ଷ ଲକ୍ଷ ଟଙ୍କା ବିଳି କରି ହରିଲୁଟୁ କରାଯାଇଛି ବୋଲି ଅଭିଯୋଗ ହେଉଛି । ଏହାର ତଦନ୍ତ ଦୁର୍ନିତୀ ବିଭାଗ ଦ୍ବାରା ତଦନ୍ତ କଲେ ସତକଥା ଲୋକ ଲୋଚନକୁ ଆସିପାରନ୍ତା ସାଧାରଣରେ ଦାବି ହେଛି । ରହୁବା ଲୋକଙ୍କୁ ଜଦି ସେମାନେ ସଚେତନତା କରିଥାନ୍ତେ ତାହାହେଲେ ସାହି ବାସିନ୍ଦା ଅଳିଆ ଡ୍ରେନ ଓ ସାହି ଖାଲିଯାଗରେ ଅଳିଆ ପକାଇନଥାନ୍ତେ । ସକାଳୁ ଗ୍ରାମରେ ସଫା ସେହି ଅଳିଆ ଗୁଡିକୁ ପକାଇବା ସୁବିଧା ନଥିବାରୁ ଗ୍ରାମ ଆରମ୍ଭ ଥିବା ଅଙ୍ଗନବାଡି କେନ୍ଦ୍ର ନିକଟରେ ସମସ୍ତ ଅଳିଆ ପକାଯାଉଛି । ସେହି ଅଳିଆ ଗାଇ ବଳଦ ମୁଖ୍ୟ ରାସ୍ତା ପକାନ୍ତି । ପ୍ରତିଦିନ ଯାଉଥିବା ବିଦ୍ୟାଳୟକୁ ଯାଉଥିବା ଏହି ଦୁଗନ୍ଦ ସୁଙ୍ଗି ସୁଙ୍ଗ ବିଦ୍ୟାଳୟ ଯିବାକୁ ପଡୁଛି । ଗ୍ରାମର ଅଳିଆକୁ ଗ୍ରାମର ହାଟପଦା ଠାରେ ଅଳିଆ ପକାଇବା ପାଇ ତିନୋଟି କୁଣ୍ଡ ଲକ୍ଷ ଟଙ୍କା ଖର୍ଚ କରି ତିଆରି କରାଯାଇଛି ତାହା ଆଜି ଅକାଆ ହୋଇପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ଅଧିକାରୀ ଠାରୁ ବ୍ଳକ ଅଧିକାରୀ ଯାଉଥିଲେ ରାସ୍ତା କଡରେ ଗ୍ରାମର ଅଳିଆ ପକାଉପରେ କାହିଁକି ଧନ୍ୟ ଦିଆନଯାଉନେଇ ସାଧାରଣ ପ୍ରଶ୍ନ ହେଉଛି । ଦେଖିବାକୁ ବାକି ରହିଲା ଯେ ଏହି ସମସ୍ୟା କେବେ ସମାଧାନ ହେଉଛି ।

