Home ଓଡ଼ିଶା ବ୍ରହ୍ମହେଶ୍ୱର ମନ୍ଦିର ଜଳାଶୟ ନବୀକରଣ ପ୍ରକଳ୍ପ : ଲୋକାର୍ପଣ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ବ୍ରହ୍ମହେଶ୍ୱର ମନ୍ଦିର ପରିସରରେ ଜଳାଶୟ ନବୀକରଣ କାମ ସମୁଦାୟ 48କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ହୋଇଅଛି l ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାଂସଦ ,ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ବ୍ରହ୍ମହେଶ୍ୱର ମନ୍ଦିର ପରିସରରେ ଜଳାଶୟ ବିପନ୍ନ ଅବସ୍ଥାରେ ଥିବା କାରଣରୁ ସାଂସଦ ମହୋଦୟା ଗତ ଜୁଲାଇ 2023 ରେ ପରିଦର୍ଶନ କରି ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ l ଏହି ନବୀକରଣ କାମ ସମୁଦାୟ 48କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ହୋଇଅଛି l ଏହି ଅବସରରେ ସମସ୍ତ ଅଧିକାରୀ ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର, କର୍ପୋରେଟର ନମିତା ମହାପାତ୍ର, ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦେବ,ବହୁ ନେତୃବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ Narendra Modi ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ G. Kishan Reddy ମହୋଦୟଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି l Categories: ଓଡ଼ିଶା, ମହାନଗର, ହୋମ୍ Related Content ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା by Proprietor Abhimanyu Maharana September 4, 2026 ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ by Proprietor Abhimanyu Maharana September 4, 2026 ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି by Proprietor Abhimanyu Maharana September 4, 2026 ୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ by Proprietor Abhimanyu Maharana September 4, 2026 ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ - ଦଶପଲ୍ଲା ବିଧାୟକ by Proprietor Abhimanyu Maharana September 4, 2026 ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍ଘାଟିତ by Proprietor Abhimanyu Maharana September 4, 2026