
୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନାରୀ ସ୍ୱାବଲମ୍ବୀ ହେଲେ,ପରିବାରର ଆର୍ଥିକ-ସାମାଜିକ ବିକାଶ ସମ୍ଭବ ହୋଇଥାଏ । ନାରୀ ସମାଜର ବିକାଶକୁ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ କାଳିଆପାଣି ସୌରିକ ଯୁବ ମହୋତ୍ସବ କମିଟି ଦ୍ବାରା ଆୟୋଜିତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ମାନଙ୍କ ସହ ଏକ ବୈଠକ ରେ ଯୋଗଦେଇଛନ୍ତି ଯାଜପୁର ମାନ୍ୟବର ସାଂସଦ B.J.D ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ଶର୍ମିଷ୍ଠା ସେଠୀ ।

