ବିଧାୟକଙ୍କ ଡଷ୍ଟବିନ୍ ପ୍ରଦାନ

୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ମାନ୍ୟବର ବିଧାୟକ ଜଟଣୀ ଶ୍ରୀ ସୁରେଶ କୁମାର ରାଉତରାୟ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ତାଙ୍କ ନିଜସ୍ଵ ଅର୍ଥରୁ ସ୍ୱଚ୍ଛ ଭାରତ ତଥା ସ୍ୱଚ୍ଛତା ପାଇଁ ଡଷ୍ଟବିନ ପ୍ରଦାନ କରିଛନ୍ତି. ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିବା.ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ ଅଧିକ୍ଷକ ଡ଼ଃ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା,ବି ପି ଏମ କଲ୍ୟାଣୀ ସାହୁ, ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ବୃନ୍ଦାବନ ସାହୁ,କାଳନ୍ଦୀ ନାୟକ,ସୂର୍ଯ୍ୟକାନ୍ତ ବଳିୟାରସିଂହ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁ କର୍ମଚାରୀ ଉପସ୍ଥିତ ଥିଲେ.

 

Exit mobile version