
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ସ୍ଥାନୀୟ ଲକ୍ଷ୍ମୀନରଗ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣ ଶାସନର ଅବସର୍ରାପ୍ତ ଜଳସେଚନ ବିଭାଗର ନ୍ତ୍ରୀ ଚୈତନ୍ୟ ଚରଣ ରାଉତଙ୍କର ହୃଦଘାତରେ ଗତକାଲି ଭୋର ସାଢେ୫ଟାରେ ରଲୋକ ଘଟିଛି । ମୃତ୍ୟୁ ବେଳେକୁ ତାଙ୍କୁ ୮୧ବର୍ଷ ହୋଇଥିଲା । ସେ ଦୁଇଦିନ ତଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ତାଙ୍କୁ ପରିବାର ଲୋକେ ପ୍ରଥମେ ଯାଜୁର ରୋଡ ଓ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଦୁଇଦିନ ଧରି ଚିକିତ୍ସା ଚାଲିଥିଲେହେଁ ଆଜି ଭୋର ସାଢେ୫ଟା ବେଳେ ତାଙ୍କର ମୃତୁ ଘଟିଥିଲା । ସେ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ନ୍ତ୍ରୀଭାବେ ର୍କ୍ୟାକରି ୨୦୦୨ମସିହାରେ ଅବସର ନେଇଥିଲେ । ଏଥି ସହିତ ସେ ଜଣେ ମିଷ୍ଟ ଭାସି, ମେର୍ଳ୍ୟାନିର୍ବାହୀ ଯନ୍ତ୍ରୀଭାବେ କାର୍ଯ୍ୟକରି ୨୦୦୨ମସିହାରେ ଅବସର ନେଇଥିଲେ । ଏଥି ସହିତ ସେ ଜଣେ ମିଷ୍ଟ ଭାସି, ମେଳାପୀ, ର୍ଧ୍ୟବାନ, ପରୋପକାରୀ ତଥା ଧର୍ମ ପରାୟଣା ବ୍ୟକ୍ତିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିାଇଛି । ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଂଚ ଇଂ ସର୍ବେଶ୍ୱର ସାହୁ, ଶିକ୍ଷାବିତ ଦେବପ୍ରକାଶ ସାହୁ, ଦୁନାଥ ତ୍ରିାଠୀ, କାଳନ୍ଦିଚରଣ ଭଞ୍ଜ, ଲକ୍ଷ୍ମଣ ସାହୁ, ବିଜୟ ସାମଲ, ଶୁଶାନ୍ତ କୁମାର ପାତ୍ର, ହୃଷିକେଶ ତ୍ରିାଠୀ ୍ରମୁଖଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକମାନେ ପହଂଚି ଶେଷ ଦର୍ଶନୂର୍ବକ ଶ୍ରଦ୍ଧାସୁମନ ଅର୍ଣକରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ଖବର ପାଇ କୋରାଇ ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ତଥା ‘ମୋ କଲେଜ ଅଧ୍ୟକ୍ଷ’ ଆକାଶ ଦାସନାୟକ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, କୋରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ରାଜ୍ୟସଭାସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ପୂର୍ବମନ୍ତ୍ରୀ ଶରତ ରାଉତ, ଅଧ୍ୟାପକ ମଳୟ କୁମାର ମଲ୍ଲିକ ପ୍ରମୁଖ ଶୋକବ୍ୟକ୍ତି କରିବା ପୂର୍ବକ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ମରଶରିର ନିକଟରେ ପୁତୁରା ଉମାକାନ୍ତ, ସୂର୍ଯ୍ୟମଣି, ସଦାଶିବ, ପ୍ରର୍ଦ୍ୟୀମଣି, ସଦାଶିବ, ପ୍ରଦୀପ, ଦିଲ୍ଲୀ, ସଞ୍ଜୟ, ପୁଅ ମୁନା,ଟୁନା, ଝିଅ ମୀନା, ଜ୍ୱାଇଁ ପବିତ୍ର, ଭାଉଣୀ ମଞ୍ଜୁଲାତା, ଭିଣୋଇ କୀର୍ତନ ଭୂୟାଁ, ନାତି ବାଦଲ, ବଂଟି, ହାି, ଭାଇ ମୀନକେତନ ରାଉତ, ନିରଞ୍ଜନ ରାଉତ, ଦିଗାମ୍ବର ତ୍ରିାଠୀ, ଜିତେନ୍ଦ୍ର ରାଉତ, ପରମାନନ୍ଦ ଜେନା, ବ୍ରଜସୁନ୍ଦର ଜେନା, ରଶ୍ମୀରଞ୍ଜନ ରାଉତ, ପ୍ରତାପରୁଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରବୀଣ ରାଉତ ପ୍ରମୁଖ ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ଶବକୁ ଶୋଭ।ତ୍ରାରେ ଗ୍ରାମ ଶ୍ମଶାନରେ ଦାହ କରାଯାଇଥିଲା । ବଡୁଅ ପ୍ରଦୀପ୍ତ ମୁଖାଗ୍ନି ଦେଇଥିଲେ ।

