ଇଡାଇ-ଇଡିତାଲ୍ ଉପଲକ୍ଷେ ଓଡିଆ ଖାଦ୍ୟ ପ୍ରତିଯୋଗୀତା

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ନୂଆଁ ବସ୍ ଷ୍ଟାଣ୍ଡ୍ ଇଡାଇ-ଇଡିତାଲ୍ ଚଇତି ମଣ୍ଡପ ଷ୍ଟୁଲ୍ ଆନୁକୂଲ୍ୟରେ ଓଡିଆ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗୀତାରେ ପାଞ୍ଚ ଜଣ ମହିଳା ମାଆମାନେ ଅଂଶ ଗ୍ରହଣ କରିଥିଲେ । ଯଥା ଡେରା ସାହିର-ଶ୍ରୀମତୀ-ସଶ୍ମିତା ହୋତା-09 ପ୍ରକାର ରନ୍ଧା ଖାଦ୍ୟ,ସଉରା ପ୍ରଧାନୀ ଗୁଡା-ଶ୍ରୀମତୀ-ବନ୍ଧିତା ଶବର-07 ପ୍ରକାର ରନ୍ଧା ଖାଦ୍ୟ,ଆଦର୍ଶ ନଗର- 05ନମ୍ବର ସାହି-ରୁପା ପାଣି ଗ୍ରାହୀ – 14 ପ୍ରକାର ରତ୍ନା ଖାଦ୍ୟ, ଆଦର୍ଶ ନଗର-05ନମ୍ବର ସାହି-ପ୍ରଣତି ଦାସ୍- 14ପ୍ରକାର ରନ୍ଧା ଖାଦ୍ୟ,ବ୍ରାହ୍ମଣ ସାହି-ପଦ୍ମାଳୟ ସତ୍ ପଥୀ-10 ପ୍ରକାର ରନ୍ଧା ଖାଦ୍ୟ କିଏ ତୋ ପଖାଳ,ମାଛ ବଜା,ଖିରୀ,ବଡଚୁରା, ଶାଗବଜା,ପୋଲୋଓ,ଚାରୁକୋଟା,ସାଲାଟ୍,ମିଠା ଇତ୍ୟାଦି ଇତ୍ୟାଦି ସମସ୍ତେ ଆଣିଥିଲେ । ସବ୍ କଲେକ୍ଟର୍ ଶ୍ରୀଯୁକ୍ତ-ଲଡିତ କୁମାର କହଁର 05 ଗୋଟି ମହିଳା ମା’ମାନଙ୍କ ରନ୍ଧା ଖାଦ୍ୟ ଖାଇଥିଲେ,ତଥ୍ ସହିତ ଦର୍ଶକ ବାପା,ମା’,ଭାଇ,ଭଉଣୀ ସମସ୍ତେ ସୁ-ରନ୍ଧା ଖାଦ୍ୟ ପ୍ରତ୍ୟେକେ ଟେଷ୍ଟ କରି ମନ ତୃପ୍ତିରେ ଖାଦ୍ୟ ଖାଇଲେ ପ୍ରତିଯୋଗୀତାରେ ଆୟୋଜିତ ହୋଇଛି । ସେହିପରି 05 ଜଣ ମା’ମାନଙ୍କୁ 05 ଜଣଙ୍କୁ ହିଁ ସିଲେକ୍ସନ୍ କରାଯିବ ।ସେହି 05ଜଣଙ୍କ ମଧ୍ୟରୁ ପ୍ରଥମ,2ୟ,3ୟ ସ୍ଥାନ ଭାବରେ ରଖାଯିବାର ଜଣାପଡୁଛି । ଯଥା:-ପ୍ରଥମ ସ୍ଥାନ-ଶ୍ରୀମତୀ-ରୁପା ପାଣିଗ୍ରାହୀ,2ୟ ସ୍ଥାନ-ପଦ୍ମାଳୟ ସତ୍ ପଥୀ,2ୟ ସ୍ଥାନ-ପ୍ରଣତୀ ଦାସ୍,3ୟ ସ୍ଥାନ-ସଶ୍ମିତା ହୋତା,3ୟ ସ୍ଥାନ-ବନ୍ଧିତା ଶବର ଚଇତି ପେଣ୍ଡାଲ୍ ରେ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗୀତାରେ ସିଡିପିଓ-ଶ୍ରୀମତୀ-ସୁସମା ପ୍ରଧାନ,ଇଡାଇ-ଇଡିତାଲ୍ କର୍ମକର୍ତ୍ତାମାନେ,ସାମ୍ବାଦିକ ଭାଇ,ସବ୍ କଲେକ୍ଟର ଶ୍ରୀଯୁକ୍ତ-ଲଡିତ କୁମାର କହଁର ଉପସ୍ଥିତ ଥିଲେ ।

Exit mobile version