୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ଭୁବନ ବିଜ୍ଞାିତ ଅଂଚଳ ପରିଷଦ ତରଫରୁ ପ୍ରଥମ ଥର ପାଇଁ ଆଜି ଅନୁଷ୍ଠିତ ହୋଇଥିଲା ରାହାଗିରି ( ପଥ ଉତ୍ସବ) । କାଳୀବଜାର ଠାରୁ କଲେଜ ରୋଡ ର୍ପ୍ୟନ୍ତ ବିଭିନ୍ନ ସ୍କୁଲ , କଲେଜ , ସଂକୀର୍ତନ ମଣ୍ଡଳୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ୩୦ ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ତରଫରୁ ପ୍ରତିୋଗୀ ମାନେ ଅଂଶଗ୍ରହଣ କରିଥିଲେ । ନଗରାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ୋଗଦେଇ କ୍ରା୍ୟକ୍ରମୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ଭୁବନ ହେଉଛି କଳା , ସାହିତ୍ୟ , ସଂସ୍କୃତି ଗନ୍ତାଘର । ଲୁକ୍କାୟିତ ୍ରତିଭା ମାନଙ୍କୁ ଚିହ୍ନଟ କରି କଳାର ବିକାଶ କରିବା ଉଦ୍ଦେଶ୍ୟରେ ରାହାଗିରି ଅନୁଷ୍ଠିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ସକାଳ ୮ ଘଟିକା ସମୟରୁ ଦିବା ୧୧ ଘଟିକା ର୍ପ୍ୟନ୍ତ ଚାଲିଥିଲା ରଙ୍ଗାରଙ୍ଗ କ୍ରା୍ୟକ୍ରମ ।
ନୃତ୍ୟ , ଗୀତ କୁ ସହସ୍ରାଧିକ ଦର୍ଶକ ମନଭରି ଉଭୋଗ କରିବା ସହ ଝୁମିଥିଲେ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ିବା ୧୧ ଘଟିକା ସମୟରେ ହଁଚି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦଉଦଯାନୀ ଉତ୍ସବରେ ଯୋଗଦେଇ ଭୁରୀ ଭୁରୀ ୍ରଶଂସା କରିଥିଲେ । ଭୁବନ ମହିଳା ମହାବିଦ୍ୟାଳୟ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ସରସ୍ୱତୀ ଶିଶୁ ମନ୍ଦିର , ମୀରାବାଈ କଳା ବିକାଶ କେନ୍ଦ୍ର ଓ ଭୁବନ କଳା ପରିଷଦ ତରଫରୁ ଆୟୋଜିତ ନୃତ୍ୟ , ଗୀତ, ଅଭିନୟ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରଥମ ଥର ପାଇଁ ଅନୁଷ୍ଠିତ ରାହାଗିରି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କାମାକ୍ଷାନଗର ଉପଜିଲ୍ଲ। ଜ୍ୟୋତି ଶଙ୍କର ସାହୁ , ତହସିଲଦାର ରୋଜାଲିନ ବେହେରା , ବିଡିଓ କଲ୍ୟାଣ ସୌରଭ ଦାଶ , ଆଇଆଇସି ସୌବାଗ୍ୟ କୁମାର ସ୍ୱାଇଁ , ଏନଏସି ବିଜେଡି ସଭାତି ନରେନ୍ଦ୍ର କୁମାର ସାହୁ , ଜିଲ୍ଲା ବିଜେଡି ସାଧାରଣ ସାଂଦକ ଅଜୟ କୁମାର ସେଠୀ ୍ରମୁଖ ଉପସ୍ଥିତ ଥିଲେ । ଭୁବନ କଳାକାର ମାନଙ୍କ ତରଫରୁ ହକି ବିଶ୍ୱ କ କୁ ଜୋରଦାର ସ୍ୱାଗତ କରାଯାଇଥିଲା ।୍ର୍ୟଟନସ୍ଥଳୀ ର ବିକାଶ ଓ ଅତ୍ୟାଧୁନିକ ଡ୍ରେନେଜ ସିଷ୍ଟମ ପାଇଁ ସର୍ଭେ କ୍ରା୍ୟ ଶୁଭାରମ୍ଭଭୁବନ ୮.୧- ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ମନ୍ଦିର , ସର୍ବକନିଷ୍ଠ ସହିଦ ବୀର ବାଜିରାଉତ ଙ୍କ ଜନ୍ମସ୍ଥାନ ରକ୍ତତୀର୍ଥ ନୀଳକଣ୍ଠୁର ର ।ରିାଶ୍ୱିର୍କ ବିକାଶ ହେବ ଏବଂ ଅତ୍ୟାଧୁନିକ ୍ରକ୍ରିୟାରେ ଡ୍ରେନେଜ ସିଷ୍ଟମ କରାଯିବ । ଏଥିାଇଁ ମାଷ୍ଟରପ୍ଲାନ ତିଆରି ହୋଇଛି । ଏଥର ନିମନ୍ତେ ଗତକାଲି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଇଜନ କୁମାର ଦାସ ଙ୍କ ନେତୃତ୍ୱରେ ଜିଲ୍ଲା ର୍ଯ୍ୟଟନ ଅଧିକାରୀ ,ଓଟିଡିସି ସହକାରୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ଓ ଆର୍କିଟେକ୍ସ ର ପ୍ରଶାସନିକ ଅଧିକାରୀ ମାନେ ନଗରାଳ ଶୁଭେନ୍ଦୁ କୁମାର ସାହୁ ,ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସଙ୍ଗରେ ବୁଦ୍ଧେଶ୍ୱର ମନ୍ଦିର ,ଇନଡୋର ଷ୍ଟାଡିୟମ ବିଭିନ୍ନ ଅଂଚଳ ରିଦର୍ଶନ କରି ଫେରିଯାଇଥରବା ବେଳେ ଆଜି ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅତ୍ୟାଧୁନିକ ଡ୍ରେନେଜ ଓ ବର୍ଷାଜଳ ନିଷ୍କାସନ ସିଷ୍ଟମ ସର୍ଭେ କ୍ରା୍ୟ ସକାଶେ ଶୁଭାରମ୍ଭ କରିଥିଲେ । ଏହି କ୍ରା୍ୟରେ ନଗରାଳ ଶୁଭେନ୍ଦୁ କୁମାର ସାହୁ , ନିର୍ବାହୀ ଅଧିକାରୀ ଶୟାମ ସୁନ୍ଦର ସାହୁ ଉପସ୍ଥିତ ଥିଲେ । ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତଭୁବନ ୮.୧- ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ବାରୁଆଁ (ବି) ରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।
