୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡାଜିଲ୍ଲା ଗୁଣପୁର ବ୍ଳକ୍ ରେ ବଂଶଧାରା ବସନ୍ତ ମହୋତ୍ସବ ଆନୁକୂଲ୍ୟରେ ହେବାକୁ ଯାଉଥିବା କ୍ରୀଡା ପ୍ରତିଯୋଗିତା କରାଯାଇଛି । ଜଗଦୀଶ ସାହୁ ମେମୋରିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ଉକ୍ତ କାଳି ପୂଜା ମଣ୍ଡପ ଠାରେ ଏହି ଆୟୋଜିତ କ୍ରୀଡା ପ୍ରତିଯୋଗିତା ପରିଷଦର ପାୱାର୍ଲିଫ୍ଟଙ୍ଗ୍ ଚମ୍ପିୟାନ ସିପ୍ 2023 କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ପ୍ରତିଯୋଗିତାରେ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଆସି ଯୋଗ ଦେଇଥିଲେ । 
ଯଥା କୋରାପୁଟ ଜିଲ୍ଲା,ରାୟଗଡା ଜିଲ୍ଲା,ଗଜପତି ଜିଲ୍ଲା,ନବରଙ୍ଗପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା,ବଲାଙ୍ଗୀର ଜିଲ୍ଲା ପାୱାର୍ ଲିଫ୍ଟ ଚମ୍ପିୟାନ ସିପ୍ ପୁରୁଷ,ମହିଳାମାନେ ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେହି ଜିଲ୍ଲାମାନଙ୍କ ମଧ୍ୟରୁ ରାମାକାନ୍ତ ନାୟକ,ଦାନା ନାୟକ,ସପନ୍ତ ନାୟକ, ପ୍ରତିସ୍ ରଞ୍ଜନ ନାୟକ, ବିଟିବି ରାମନା ମୂର୍ତ୍ତି,ସପ୍ନ କୁମାର ବସନ୍ତିଆ,ପିଙ୍କି ଉଇକା,ସ୍ବାତୀ ଝାକାକା,କୋଗା ଅର୍ଚ୍ଚନା, ଅଭିସ୍ପିନା ନାୟକ,ବାୟାବି ନାୟକ,ରାଜା ପାୱାବନ୍,କେ ସୁନିଲ୍,ରାଜଗୁପ୍ତା, ଆୟୁସ୍ମାନ୍ ପଣ୍ଡା,ଡିନେସ୍ ପାଣିଗ୍ରାହୀ, କାର୍ତ୍ତିକ ତୁଇକା,ଜଗନ୍ନାଥ ଶବର ପୁରସ୍କୃତ ହୋଇଛନ୍ତି । କ୍ରୀଡା ଅଧିକାରୀ-ରମେଶ ବିଡିକା, ଇଣ୍ଟେର୍ ନାସନାଲ କ୍ରୀଡା ଶିକ୍ଷକ-କଣ୍ଡାଗରି ଦୋରା,ରିପେରାଲ୍-ସୁଦାମ ସାହୁ, ଅଫିସିଆଲ୍ – ମିନ ସୁନା, ଷ୍ଟ୍ରଙ୍ଗ ଉମେନ୍-ପିଙ୍କି ଉଇକା, ଅର୍ଗାନାଇଜର୍-ବିଟିବି ରାମନା ମୂର୍ତ୍ତି, ସଭାପତି-ଅକ୍ଷୟ ଦାସ୍, ସମ୍ପାଦକ-ମିଲି ପାଡି, ଅର୍ଗାନାଇଜର୍-ପଦ୍ମ ଚରଣ ପଣ୍ଡା, ଉପ ଦକ୍ଷା ମୁନିସ୍ ପାଲ୍ ଟି-ଶ୍ରୀ-ଶିବ ପ୍ରସାଦ ଗୌଡ ଅତିଥି ଭାବେ ପ୍ରମୁଖ ଥିଲେ ।

