ନୟାଗଡ ମୁଖ୍ୟଚିକିତ୍ସାଳୟରୁ ଜଣେ ଡାକ୍ତର, ନର୍ସ ସମେତ ରଣପୁର ସ୍ଥାନୀୟ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ !!

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) ନୟାଗଡ :- ସମଗ୍ର ଓଡିଶାରେ କରୋନା ଆକ୍ରାନ୍ତ ବଢ଼ି ଚାଲି ଥିବାବେଳେ ନୟାଗଡ ଜିଲ୍ଲା ରୁ ଆଉ ନୂଆ 3 ଆକ୍ରାନ୍ତ ହୋଇଥବା କିଛି ସୂତ୍ରରୁ ଜଣା ପଡ଼ିଛି ।

ତେବେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଆଉ ଜଣେ ନର୍ସ ହୋଇଥିବା ବେଳେ ଅନ୍ୟ ଜଣେ ରଣପୁର ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି ବୋଲି ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ ।(ରିପୋର୍ଟ :- ରାମକୃଷ୍ଣ ରଥ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version