ଜୀବନ ଜ୍ୟୋତି ସେବା ସମିତି : ନୟାଗଡ ତରଫରୁ ରକ୍ତଦାନ ଶିବିର

୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ଜୀବନ ଜ୍ୟୋତି ସେବା ସମିତି, ନୟାଗଡ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ନୟାଗଡ ତା୪. ୧. ୨0୨୨ ଜୀବନ ଜ୍ୟୋତି ସେବା ସମିତି, ନୟାଗଡ ତରଫରୁ ଏକ ରକ୍ତଦାନ ଶିବିର ତା . 04.01.2023 ଦିନ ପେରିଫେରି ସେକ୍ସନ ଢେଙ୍କେଣl fuse call centre ଚାହାଳୀ ଠାରେ ପାଳିତ ହୋଇଯାଇଛି. ଉକ୍ତ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଟିପିସିଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ Er. ସନ୍ତୋଷ କୁମାର ମହାପାତ୍ର ଉଦଘାଟନ କରିଥିଲେଏବଂ ସନମାନୀୟ ଅତିଥି ଆସିଷ୍ଟାଣ୍ଟ ମ୍ୟାନେଜେର Er.ବଳଭଦ୍ର ସାମନ୍ତରାୟ ,ଜୀବନ ଜ୍ୟୋତି ସେବା ସମିତି ର ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, ଏବଂ ଭାଲୁଣ୍ଟରସ ରଜତ କୁମାର ହରିଚନ୍ଦନ, ପ୍ରଦୀପ୍ତ କୁମାର ମହାପାତ୍ର , ପ୍ରଭାତ କୁମାର ସାସମଲ, ବିଦ୍ୟାଧର ବେହେରା ଏବଂ ସମାଜ ସେବି ଦାମୋଦର ସାହୁ ଉପସ୍ଥିତ ଥିଲେ. ଉକ୍ତ ରକ୍ତଦାନ ଶିବିର ସକାଳ 9ଘଂଟିକା ଠାରୁ ଅପରାହ୍ନ 1 ଘଟିକା ଯାଏଁ ଚାଲିଥିଲା. ସମୁଦାୟ 29 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା.

Exit mobile version