୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :- ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ର ତଅଲା ଗାଁ ର ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା କେ ଗତ 31 ଡିସେମ୍ବର ରେ ହତ୍ୟାକାଣ୍ଡ ର ପର୍ଦ ଫାଷ କରିଛ ବେcଲପଡ଼ା ପୋଲିସ। ପୁରୁଷୋତ୍ତମ କେ ଗାଁ ର କଲୋନୀ ପ ଡା ର ମୁଖ୍ୟ ଅଭିଯୁକ୍ତ ହେମନ୍ତ ପୁଟୀ କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ହେମନ୍ତ ପୁଟୀ ପୁଲିସ ସମ୍ମୁଖରେ ସ୍ଵୀକାର କରିଛି। ନୂଆବର୍ଷ ଭୋଜି ପାଇଁ ଘରୁ ବାଇକ ରେ ବାହାରି ଥିଲ ।
ଟେଲର ମାଷ୍ଟର ପୁରୁଷୋତ୍ତମ ଗାଁ ଶାଗୁଆନ୍ ପତ୍ରା ପୁରୁଷୋତ୍ତମ ହେମନ୍ତ ଓ ଅନ୍ୟ ଜଣେ ସାଙ୍ଗ ତପେଶ୍ୱର ଭୋଇ ମିଶି ଭୋଜି ଭାତ ର ଆଯୋଜନ କରି ମଦ ମାଂସ କରିଥିଲେ।ପରେ ହେମନ୍ତ ପୁଟୀ ଘରକୁ ବାହାରିବା ବେଳେ ଝାମେଲା ହେଇଥିଲା। ଘଟଣା ସ୍ଥଳ ରୁ ତପେଶ୍ୱର ଫୋର।ର ମାରିଥିବା ବେଳେ ହେମନ୍ତ ପୁରୁଷୋତ୍ତମ କୁ ଟାଙ୍ଗିଆ ରେ ମରିଥିଲା। ଘଟଣା ର ସଠିକ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପାଟଣାଗଡ଼ SDPO ଦାୟିତ୍ଵ ରେ ଥିବା ବଲାଙ୍ଗୀର SDPO ସୂଚନା ଦେଇଛନ୍ତି।

