୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତରର୍ଗତ କୁମାରାଙ୍ଗ ଶାସନ ସେବା ସମବାୟ ସମିତି ଲିଃ ରେ ଆଜି ପ୍ରଥମ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ସୋସାଇଟ୍ ସମ୍ପାଦକ୍ ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁ, କୁମାରାଙ୍ଗ ଶାସନ ଆରାଇ ସୂର୍ଯ୍ୟ ନାରାୟଣ ବାରିକ, ନାଏଵ ସରପଞ୍ଚ ଶ୍ରୀଯୁକ୍ତ ବ୍ୟୋତକେଶ୍ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ସତ୍ୟନାରାୟଣ ସ୍ବାଇଁ,ଦିଲ୍ଲୀପ କୁମାର ପ୍ରଧାନ, ଆର. ଏମ .ସି ହରିହର ତ୍ରିପାଠୀ, 
ଆର. ଏମ .ସି ବାସୁଦେବ କାଣ୍ଡି , ସୋସାଇଟ ଡି.ଓ ଗୋୖତମ ସାହୁ,ଗୋପାଳ ଚନ୍ଦ୍ର ମିଶ୍ର ଓଫିସ୍ ସ୍ଟାପ୍ ,ସୋସାଇଟ ର ସମସ୍ତ ମେମ୍ବର ଓ ୧୦୦ ଜଣ ଚାଷୀ କୁ ନେଇ ଆଜି ର କାର୍ଯ୍ୟ କ୍ରମ ହୋଇଥିଲା, ଧାନମଣ୍ଡି ପ୍ରତେକ ସପ୍ତାହ ରେ ଦୁଇ ଦିନ ଖୋଲା ହେବ,ମଙ୍ଗଳ ବାର ଓ ଶନି ବାର , ବାଣପୁର ର ଜୟ ଶ୍ରୀ କୃଷ୍ଣ ମିଲ୍ଲର୍ ଓ ତୁମୁରାପୁଟ୍ ନାରାୟଣୀ ମିଲ୍ଳର, ଦୁଇଟି ମିଲ୍ଲର୍ ବୁଧବାର ଓ ଶନିବାର ଆଶି ଧାନ ମଣ୍ଡି ରୁ ଚାଷୀଙ୍କ ଧାନ ଉଠେଇବେ, କିନ୍ତୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍ ପ୍ରତି ୧. ସଧାରଣ ଧାନ ଟ. ୨୦୪୦

