୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଶବରପଲ୍ଲୀ ଓ ଆର. ଉଦୟଗିରି ଲଭବଲ ଟୁଣ୍ଣମେଣ୍ଟ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ମୋହନା ବିଡିଓ ଲାରିମନ ଖର୍ସେଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥୀ ଭାବେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର , ସରପଞ୍ଚ ଫୁଲମତି ରଇତ, ପଞ୍ଚାୟତ ପିଇଓ ଅପିତାରାଣୀ ଦାସ ,
ସମିତି ସଭ୍ୟ ମାଣିକ ରଇତ , ନାବେ ସରପଞ୍ଚ ମନୋରଞ୍ଜନ ରଇତ ଓ ସମସ୍ତ ଓ୍ବାର୍ଡସଭ୍ୟ/ ସଭ୍ୟିା ସମସ୍ତ ଓ୍ବାର୍ଡସଭ୍ୟ/ ସଭ୍ୟିା ପ୍ରମୁଖ ଯୋଗ ଦେଇଥିଲେ । ପ୍ରମୁଖ ଯୋଗଦେଇଥିଲେ । ମେଟ୍ ରେ ୧୬ଗୋଟି ଟିମ୍ ଭାଗନେଇଥିଲେ । ସେଥି ମଧ୍ୟରୁ କେନ୍ଦୁସାହି ଟିମ୍ (Winner) ଓ କରଞ୍ଜନାଳ ଟିମ୍ (Runner) ହୋଇଥିଲେ । ଏହି କାର୍ଯ୍ୟକ୍ରମ ଟିକୁ ନିର୍ବାହୀ ଅଧିକାରୀ ଅନିତାରାଣୀ ଦାଶ ପରିଚାଳନା କରିଥିଲେ । ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଗଜପତି ଉତ୍ସବରେ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୁତ କରାଯିବ ବୋଲି ଜିପିଇଓ କରିଥିଲେ ।

