ବରଗଡ ଜିଲ୍ଲା : ଓଡିଶା ରେ ଆୟୋଜିତ ହେଉଛି ପୁରୁଷ ହକି ବିଶ୍ୱକପ

ଏହି ଅବସରରେ ପ୍ରସିଦ୍ଧ କ୍ରୀଡ଼ାବିତ ପ୍ରମୋଦ ଭଗତ, ପଙ୍କଜ ଭୁଏ, ଓ ଦୂତୀ ଚାନ୍ଦ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଟ୍ରଫି ପରିକ୍ରମା ପାଇଁ ହୋଇ ଥିବା ହକି, କବାଡି ଓ ମାରାଥନ ଖେଳ ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ADM କୃତ୍ତିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପରେ ଟ୍ରଫି କୁ କଂସ ମହାରାଜ ଜନ ସାଧାରଣ ଙ୍କ ପାଇଁ ରାଜ ଦରବାର ରେ ପ୍ରଦର୍ଶିତ କରିଥିଲେ l
Related Content
ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
by
Proprietor Abhimanyu Maharana
September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ
by
Proprietor Abhimanyu Maharana
September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା
by
Proprietor Abhimanyu Maharana
September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ
by
Proprietor Abhimanyu Maharana
September 18, 2026
ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ
by
Proprietor Abhimanyu Maharana
September 18, 2026
ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି
by
Proprietor Abhimanyu Maharana
September 18, 2026