Home ଓଡ଼ିଶା ନୟାଗଡ ଜିଲ୍ଲା ପୋଲିସ ପ୍ରଶାସନ ସ୍ତରରେ ହୋଇଛି ଅଦଳବଦଳ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନ :– ନୟାଗଡ :- ନୟାଗଡ ଜିଲ୍ଲା ପୋଲିସ ପ୍ରଶାସନ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ଏଥିରେ ଜିଲ୍ଳାର ୧୫ ଜଣ ସବ୍ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଦଳବଦଳ ହୋଇଥିବା ବେଳେ ୯ ଜଣ ଏଏସଆଇଙ୍କର ବଦଳି ହୋଇଛି । ସେଥିମଧ୍ୟରୁ ସବ୍ ଇନିସପେକ୍ଟର ରାଜେଶ କୁମାର ଶ୍ରୀ ଚନ୍ଦନଙ୍କର ଭାପୁର ରୁ ରଣପୁର ଥାନାକୁ , କଣ୍ଟିଲୋ ଫାଣ୍ଡି ରୁ ନିହିର କୁମାର ମିଶ୍ର ଙ୍କର ରଣପୁର ଥାନା , ବିନୟ ରଞ୍ଜନ ପରିଡ଼ା ଙ୍କର ରଣପୁର ଥାନାରୁ ଭାପୁର ଥାନା , ଦୁର୍ଯ୍ୟଧନ ପଲ୍ଲେଇ ଙ୍କ ର ରଣପୁର ଥାନା ରୁ ଦର୍ପନାରାୟଣପୁର ଫାଣ୍ଡି , କୃତିବାସ ହରିଚନ୍ଦନ ଙ୍କ ର ନୂଆଗାଁ ରୁ ଚାନ୍ଦପୁର ଥାନା, ନିରଂଜନ କିଶୋର ବଡ଼ଜେନାଙ୍କର ଶରଣକୁଳ ଥାନା ରୁ ଗୋଡ଼ିପଡ଼ା ଫାଣ୍ଡି , ଗୌରହରି ଜେନା ଙ୍କ ର ନୟାଗଡ ଥାନା ରୁ ଶରଣକୂଳ ଥାନା, ସିମାଞ୍ଚଳ ନାୟକଙ୍କର ନୟାଗଡରୁ ନୟାଗଡ ଟାଉନ ଥାନା , ଶ୍ରୀକାନ୍ତ ପଣ୍ଡା ଙ୍କର ଗଣିଆ ଥାନାରୁ ଦଶପଲ୍ଲା ଥାନା, ଶ୍ରଦ୍ଧା ନାୟକ ଙ୍କ ଖଣ୍ଡପଡ଼ା ଥାନାରୁ ଫତେଗଡ ଥାନା , ହବିପୁର ରେହେମାନଙ୍କର ନୟାଗଡ ରୁ ଖଣ୍ଡପଡା ଥାନା , ରମେଶ ଚନ୍ଦ୍ର ଜେନା ଙ୍କର ଫତେଗଡ ଥାନାରୁ କଣ୍ଟିଲୋ ଆଉଟ୍ ପୋଷ୍ଟ , ଏନ୍ ଶଙ୍କର ରାଓ ଙ୍କର ଆରଓ ନୟାଗଡରୁ ଡ଼ିଆଇବି ନୟାଗଡ , ଉଦ୍ୟନାଥ ସାହୁଙ୍କର ଆରଓ ନୟାଗଡ ବାଣିଗୋଛା ଥାନା , ପୁରୁଷତ୍ତମ ପ୍ରଧାନ ଙ୍କର ଚାନ୍ଦପୁର ଥାନାରୁ ନୂଆଗାଁ ଥାନା , ଏସଆଇ ଶଙ୍କର ପ୍ରସାଦ ପାଢ଼ୀ ଙ୍କର ବାଣୀଗୋଛା ଥାନାରୁ ଖଣ୍ଡପଡା ଥାନା , ଆର୍ତ୍ତତ୍ରାଣ ବେହେରାଙ୍କର କୋସ୍କା ଫାଣ୍ଡି ରୁ ଚାନ୍ଦପୁର ଥାନା , ବୈକୁଣ୍ଠ ନାଥ ସାହୁ ଙ୍କ ର ଫତେଗଡଥାନାରୁ କୋସ୍କା ଫାଣ୍ଡି , ବାଳକୃଷ୍ଣ ଦାସ ଙ୍କ ର ମେଡିକାଲ ଆଉଟ୍ ପୋଷ୍ଟ ରୁ ଆରଓ ନୟାଗଡ , ସଇନୁର ଖାଁ ଙ୍କ ର ଖଣ୍ଡପଡା ଥାନାରୁ ନୟାଗଡ ଥାନା , ଅରୁଣ କୁମାର ଜେନା ଙ୍କର ଶରଣକୂଳ ଥାନା ରୁ ନୁଆଗଡିଆ ସାହି ଫାଣ୍ଡି, ମୂଜିବୁର୍ ରେହେମାନ ଖାଁ ଙ୍କ ର ଦର୍ପନାରାୟଣପୁର ଫାଣ୍ଡି ରୁ ରଣପୁର ଥାନା , ହାଇଦର ଅଲ୍ଲୀ ଙ୍କର ଗୋଡ଼ିପଡ଼ା ରୁ ଶରଣକୂଳ ଥାନା ସେହିଭଳି ମନୋଜ କୁମାର ନାୟକ ଙ୍କ ନୁଆଗଡ଼ିଆ ସାହି ଫାଣ୍ଡି ରୁ ଖଣ୍ଡପଡା ଥାନା କୁ ବଦଳି ହୋଇଛି । Categories: ଓଡ଼ିଶା, ମହାନଗର, ହୋମ୍ Related Content ଦୀପାବଳିରେ କର୍ମଚାରୀଙ୍କୁ ନିଆରା ବୋନସ୍ : ୨୫ ବର୍ଷର ସେବା ପାଇଁ ମିଳିଲା ୨ ବିଏଚକେ ଘର by Proprietor Abhimanyu Maharana November 11, 2026 This Diwali, the Bonus Came With a Front Door : Odisha Real Estate Firm Gifts 2BHK Home to Employee of 25 Years by Proprietor Abhimanyu Maharana November 11, 2026 ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍ଯାପିତ by Proprietor Abhimanyu Maharana November 11, 2026 ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ରେ ୫୯ତମ କୁମାର ଉତ୍ସବ ଉଦ୍ଘାଟିତ by Proprietor Abhimanyu Maharana November 11, 2026 ପୁରୀରେ ଅନୁଷ୍ଠିତ ହେଲା ‘ଜଗନ୍ନାଥ ପଞ୍ଚାମୃତ ଯୋଗ ଧର୍ମ ସମ୍ମିଳନୀ' by Proprietor Abhimanyu Maharana November 11, 2026 ନୟାଗଡ଼ରେ ନୂତନ ଆଧାର ସେବା କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana November 11, 2026