
୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଫୁଟ୍ଟାସିଙ୍ଗ ଗ୍ରାମ ଠାରେ ନୂତନ ବର୍ଷର ଦ୍ବିତୀୟ ଦିବସରେ ଭୋଜିର ଆୟୋଜନ କରାଯାଇଛି । ଖ୍ରୀଷ୍ଟିୟାନ୍ ପରିବାର ପ୍ରାର୍ଥନା ସହ ଉପାସନା ମଧ୍ୟ କରୁଥିବା ଏବଂ ଆକର୍ଷଣୀୟ ସାଜସଜ୍ଜା,ନାଚ, ଗୀତ,ଉଲ୍ଲାସପୂର୍ଣ୍ଣ ଅପେକ୍ଷା ଏହି ବର୍ଷର ନବ ବର୍ଷ ଉତ୍ସବ ପାଳନ ଅତି ସରସ ସୁନ୍ଦର ମହକି ଯାଉଥିଲେ । ଏହି ବର୍ଷର ନବ ବର୍ଷ ପର୍ବ ପାଳନ ମୂଳ ଲକ୍ଷ୍ୟ:-ନୂତନ ବନ୍ଧୁ,ବାନ୍ଧବ, ସାଙ୍ଗ,ସାଥି ମିଳନରେ ଆନନ୍ଦ ଉଲ୍ଲାସ ଆକୃଷ୍ଟ କରିଥିଲେ । ବନ୍ଧୁ,ବାନ୍ଧବ ସାଙ୍ଗ,ସାଥି ସହ ମିଳନର ଏକତ୍ର ହୋଇ ନାଚ, ଗୀତ ହୋଇ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ସାଂସ୍କୃତିକ ମେଳ ସଜ୍ଜା ସହ ମନ ଭରି କିଣି ନେଇଥିଲେ । ଯେଉଁ ନୂତନ ବର୍ଷ ଆସିଛି ଏହାକୁ ମହାଆଳମ୍ବର ସହ ଆଗ୍ରହରେ ମନ ବଡାଇ ମହାଆନନ୍ଧ,ଉଲ୍ଲାସ ହୋଇ ଆପଣେଇଥିଲେ । ଏହି ସମ୍ପର୍କ ଅତୁଟ ବିଶ୍ବାସ ଯୋଗ୍ୟ ବୋଲି ମହାଆଳମ୍ବରେ ଭୋଜି,ଭାତ, ମାଂସ ମନ ତୃପ୍ତିରେ ଖାଇ ନିଜ ନିଜ ଘରକୁ ଫେରୁଥିଲେ । ଉକ୍ତ ଯୋଗଦାନରେ ଏକ୍ସ ଆର୍ମି ଶ୍ରୀ-ମାନୁଏଲ୍ ଶବର,ଫୁଟ୍ଟାସିଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀ-ଏସିୟ ଶବର,ସ୍ଥାନୀୟ ଗ୍ରାମର ସଭ୍ୟ, ସଭ୍ୟା:-ସର୍ବଡ୍ ଶବର,ଏନୁଷ ଶବର,ଡିସନ ଗମାଙ୍ଗ,କୁର୍ମିୟା ଗମାଙ୍ଗ,ପଇତ ଶବର,ରେମୁକା ଦଳବେହେରା,ଅଭି ଶବର, ଏଲିଆଜର୍ ଗମାଙ୍ଗ ଉପସ୍ଥିତ ଥିଲେ ।

