Home ଅପରାଧ ମକାବାଡରୁ ନାବଳକର ଝୁଲନ୍ତା ମୃତଦେହ ଉଦ୍ଧାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଆର.ଉଦୟଗିରି ବ୍ଲକ ରାମଗିରି ଥାନାର ନୂଆସାହି ଗ୍ରାମର କୁରା ଦଳେଇଙ୍କ (୧୩) ବର୍ଷର ପୁଅ ଛେଳି ଚରାଇବାକୁ ଗାଁ ନିକଟ ଏକ ମକାବଡକୁ ଯାଇଥିଲେ । ଛେଳି ଚରାଇବା ବେଳେ କୌଣସି କାରଣ ବଶତଃ ନିକଟରେ ଥିବା ଏକ ପାଳଗଦାରେ ନିଆଁ ଲାଗି ଯାଇଥିଲା ପିଲାଟି ଭୟରେ ଚିତ୍କାର କରିଥିଲେ । ସେହି ସମୟରେ ପିଲାଟି ଘର ଲୋକଙ୍କ ଠାରୁ ଗାଳି ଶୁଣିବା ଭୟରେ ନିକଟରେ ଥିବା ଏକ ପଣସ ପଛରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନାବାଳକକୁ ତଳକୁ ଓହ୍ଲାଇ ପାଣି ମାରିଥିଲେ । ଚେତା ନଫେରିବାରୁ ରାମଗିରି ପ୍ରାଥମିକ ଚିକିତ୍ସାଳୟକୁ ଆଣିଥିଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁକୁ ବାପା ସହଜରେ ଗ୍ରାହଣ କରି ପାରୁନଥିବା ବେଳେ ତା ପୁଅକୁ ହତ୍ୟା କରାଯାଇଛି ବୋଲି ମା ଅଭିଯୋଗ କରିଛନ୍ତି । ଏ ବାବଦରେ ରାମଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାଠାଯାଇଥିଲା । ବ୍ୟବଛେଦ ରିପୋର୍ଟ ଆସିଲା ପରେ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଲୋକନାଥ ବେହେରା କହିଛନ୍ତି , Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra by Proprietor Abhimanyu Maharana July 28, 2026 ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍ by Proprietor Abhimanyu Maharana July 28, 2026 ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ by Proprietor Abhimanyu Maharana July 28, 2026 Srusti Academy of Management and Technology Becomes an AI-Enabled Campus by Proprietor Abhimanyu Maharana July 28, 2026 ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026