ପୁରୀ ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି : ୧୨ ବର୍ଷର ବାଳକ ଆହତ

୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ପୁରୀ ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ଜଣେ ୧୨ ବର୍ଷର ବାଳକ ଆହତ ହୋଇଥିବା ସୂଚନା ମିଳିଛି ।

ଆହତ ବାଳକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଦୀପରାଜ ଭୂୟାଁ । ଦୀପରାଜଙ୍କ ପରିବାର ଲୋକେ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ।

 

Exit mobile version