ଆଜିଠୁ ରାଜ୍ୟ ଭିତରେ ୬ଟି ଟ୍ରେନ୍ ଚଳାଚଳ କରିବ – ଓଡିଶା

ଓଡିଶାତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) ଭୁବନେଶ୍ୱର :- ଆଜିଠୁ ରାଜ୍ୟ ଭିତରେ ୬ଟି ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଢ଼ଯାଇଛି । ତେବେ ଶନିବାର ଓ ରବିବାର ସଟଡାଉନ୍‌ ଦିନଗୁଡ଼ିକରେ ଏହିସବୁ ଟ୍ରେନ ଚଳାଚଳ କରିବ ନାହିଁ ବୋଲି ଜଣାଯାଇଛି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version