୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ପୌରପରିଷଦ ସହରରେ ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ଯନ୍ତ ଲୋକେ ବଜାରରେ ପୋଷାକ ପତ୍ର,ସାମଗ୍ରୀ ଜିନିଷ ପତ୍ର କିଣିବା ନିମନ୍ତେ ଆସିବା ନେଇ ପ୍ରବଳ ବିଳ । ରାସ୍ତାରେ ଗାଡି ଘୋଡା ଯାହାନ ବାହାନ ଚାଲିବା ପାଇଁ ବଜାରରେ ଜାମ୍ ହେବାର ଦେଖା ଯାଉଛି । ଏଣୁ 2022 ଶେଷ ବର୍ଷ ଶନିବାର ଦିନ,ଶେଷ ତାରିଖ,ଶେଷ ମାସ,ଶେଷ 2022 ବର୍ଷର ମିଳନ ନିମନ୍ତେ ବଜାରରେ, ରାସ୍ତା ଘାଟରେ,ବେଟ ଘାଟ ହୋଇ ଲୋକଙ୍କ ମଧ୍ୟରେ ଆତ୍ମା ନିର୍ଭର ରଖିଥିଲେ । 
କିଏ ତ ଲୋକେ ସମ୍ପର୍କ କହନ୍ତି କି ପୁରୁଣା ବିଷୟରେ ଆଲୋଚନା ଲୋପ ହୋଇଛି,ନୂତନ ବିଷୟରେ ସବୁ ଆଲୋଚନା କରିବା ବିଷୟରେ ବିଶେଷ ଆତ୍ମା ଶାନ୍ତି, କ୍ଷମା ପ୍ରାର୍ଥନା ସହ ଆଲିଙ୍ଗନ,ଚୂମ୍ବନ ସହ ନମସ୍କାର କରୁଥିବା ଦେଖି ଜାଣିପାଇଛୁ । ଏଣିକି ନୂତନ ବର୍ଷର ଆନନ୍ଦ ଉପଭୋଗ କରିବା ପାଇଁ ଲୋକେ ପୋଷାକ ପତ୍ର,ସାମଗ୍ରୀ ଜିନିଷ ପତ୍ର କିଣିବା ନିମନ୍ତେ ବଜାରରେ ଲୋକ ବିଳ ହୋଇଛି ।

