Home ଓଡ଼ିଶା ସମାଜସେବୀଙ୍କୁ “ସ୍ମାର୍ଟ ନବରତ୍ନ ସମ୍ମାନରେ” ସମ୍ମାନିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର – କଟକ ସ୍ଥିତ ଶହୀଦ ଭବନରେ ରାଜ୍ୟ ସରକାରଙ୍କ କଳାଗବେଷଣା ଓ ପ୍ରଶିକ୍ଷଣପରିଷଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇାଇଛି । ଏହି ଉତ୍ସବରେରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ୨୦ଜଣ କରି ୧୦ରୁ ଉର୍ଦ୍ଧ୍ୱ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥବାସ୍ୱାନମଧନ୍ୟ ପ୍ରତିନିଧି ୋଗ ଦେଇଥିଲେ ।ବିଶେଷ କରି କଳା, ସାହିତ୍ୟ, ସମାଜସେବା, ଶିକ୍ଷା, କୃଷି ତଥା ସାମ୍ବାଦିକତା କ୍ଷେତ୍ରରେ ବିଶେଷଖ୍ୟାତି, ସମ୍ମାନ ଓ ଗୌରବ ଆଣିପାରିଥିବା ବହୁ ୍ରତିଭାସମ୍ପର୍ଣ୍ଣ କଳାକାର, ସାହିତ୍ୟିକ, ସମାଜସେବୀ,କ୍ରିଡ଼ାବିତ୍, ଶିକ୍ଷକ, କୃଷକ ତଥା ସାମ୍ବାଦିକ ମାନଙ୍କୁ ସେମାନଙ୍କର ବିଶେଷ ଅବଦାନ ପାଇଁ ମାନପତ୍ର,ସ୍ୱର୍ଣ୍ଣଦକ, ସମ୍ମାନ ମୁକୁଟ, ଟ୍ରଫି ସହ ୧ଲକ୍ଷ ଟଙ୍କାର ନାଗରିକ ସୁରକ୍ଷା ଲିସି ପ୍ରଦାନକରାଯାଇଥିଲା । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା “ାଇଥିଲା । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା “ପ୍ରତିଭା ରିଚୟ” ଉନ୍ମୋଚନ କରାଯାଇଥିଲା ।ଉପସ୍ଥିତ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ୋଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନନିମନ୍ତେ କଟକ ଡ଼ି.ସି.ି. ପିନାକ ମିଶ୍ର, ଭୁବନେଶ୍ୱର ଡ଼ି.ସି.ି. ୍ରତୀକ ସିଂ, ପୁରୀ ଏସ୍.ି. କନୱାରଭିସାଲ ସିଂ ଓ ଗଞ୍ଜାମ ଜିଲ୍ଲାର ଯୁବ ସମାଜସେବୀ ନିରଞ୍ଜନ ।ଣିଗ୍ରାହୀଙ୍କୁ ସମାଜସେବା କ୍ଷେତ୍ରରେବିଶେଷ ଅବଦାନ ପାଇଁ “ସ୍ମାର୍ଟ ନବରତ୍ନ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଭୟଙ୍କର କରୋନାମହାମାରି ସମୟରେ ଶ୍ରୀ ପାଣିଗ୍ରାହୀ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସୁରଟ ଏବଂ ମହାରାଷ୍ଟ୍ରରେ ରହୁଥିବାହଜାର ହଜାର ଓଡ଼ିଆ ଲୋକଙ୍କୁ ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ବିଭିନ୍ନ ସେବା ପ୍ରଦାନ କରି ଜିଲ୍ଲ।।ଇଁ ଏକ ଗୌରବ ଆଣିପାରି ଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର by Proprietor Abhimanyu Maharana July 24, 2026 ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର by Proprietor Abhimanyu Maharana July 24, 2026 ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026 ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ by Proprietor Abhimanyu Maharana July 24, 2026 ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା by Proprietor Abhimanyu Maharana July 23, 2026 ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ by Proprietor Abhimanyu Maharana July 23, 2026