Home ଓଡ଼ିଶା ଧାନ ମାଣ୍ଡି ଶୀଘ୍ର ନ ଖୋଲିବା ଦ୍ବାରା ବିଫଳ ସମ୍ମୁଖିନ ହେଉଅଛି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତଃ ଖିଲାପଦର ଗ୍ରାମରେ ଧାନ ରଖିବା/ଶୁଖାଇବାର ଜଣାପଡିଛି । ବିଲରୁ ଧାନ କାଟି ଆଣିଥିବାବେଳେ ଡଙ୍କାଶିକୁଳା ଏବଂ ପଦ୍ମପୁର ଏବଂ ଖିଲାପଦର ତ୍ରୀକୋଣ ରାସ୍ତା ମଧ୍ୟରେ ରାସ୍ତା ଜାମ୍ ହେବାର ଦେଖି ପାରୁଛୁ କି ଆଜି ରାସ୍ତା କୋଳରେ ଧାନ ଶୁଖାଇବାର ଏବଂ ଧାନ ଥିବା ଯୋଗୁଁ ସାହି ମଝିରେ ରାସ୍ତା ଯିବା ଆସିବା ଚଲା ବୁଲା କଷ୍ଟ ହେବାର ଜଣାପଡୁଛି । ଯାହା ଫଳରେ କି ଆଜି ଲୋକେ ଲୋକେ ମଧ୍ୟରେ ରାସ୍ତା ନିମନ୍ତେ କୋହଳି ସୃଷ୍ଟି ହେଉଛି । କିଏ ତୋ ଧାନ କାଟି ଗୃହର ମୁହଁରେ ରଖିଥିବାବେଳେ, କିଏ ତୋ ରାସ୍ତା କୋଳରେ ରଖୁଛି, କିଏ ତୋ ରାସ୍ତା ମଝିରେ ରଖିବାର ଜଣା ପଡୁଛି, ଯେଉଁ ଫଳରେ ଘାଡି ଗୋଡା ଯାହାନ ବାହାନ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପଡୁଛନ୍ତି । ଧାନ ରଖିବା ପାଇଁ ଅସୁବିଧା ଯୋଗୁଁ ଆଜି ଲୋକେ ଧାନ ନ କାଟି ବିଲରେ ମଧ୍ୟ ରହିଛି,ଯେଉଁ ଫଳରେ ବର୍ଷକର ପାରିଶ୍ରମିକ ମୂଲ୍ୟ ବେକାର ମାଟିରେ ମିଶିବା ଚଳା ଆଉ କିଛି ଉପାୟ ଶନ୍ୟୂ । ପରିଶ୍ରମ ବୃତ୍ତା ଆଜି ଧାନ ଗୁଡିକ ଶୋଇ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରଶାସନ ଯଦି ଶୀଘ୍ର ମାଣ୍ଡି ଧାନ ପ୍ରତି ସୁଯୋଗ ଦିଅନ୍ତି,ଲୋକେ ଧାନ ମାଣ୍ଡିରେ ରଖି ଯେଉଁ କଟାଳି ଧାନ ଆଉ କାଟି ମାଣ୍ଡିରେ ଶୀଘ୍ର ଦେଇଥାନ୍ତି । ଏଣୁ ଯାହା ଫଳରେ ଆଜି ଧାନ ମାଣ୍ଡି ନ ଖୋଲିବାରୁ ଏହି ପରି ପରିସ୍ଥିତିରେ ଦେଖିବାର ଜଣାପଡିଗଲା କି ଧାନ କାଟି ଆଣି କେଉଁଠି ତୋ ରାସ୍ତା କୋଳରେ,କିଏ ତୋ ରାସ୍ତା ମଝିରେ ରଖିବାକୁ ପାଇଛୁ । ଗୋଟିଏ ଦୃଷ୍ଟିରେ ଏହି ପଟେ ଧାନ ରାସ୍ତାରେ ପଡିଥିବାବେଳେ,ଯାହାନ, ବାହାନ ଯିବା ଆସିବା ନ ଥିବା ସତ୍ବେ ଧାନ ବାହାରେ ରହିଥିବା ବେଳେ, ଆକାଶ ଛୁଆଁର କଳା ମେଘ ଡାଙ୍କି ବର୍ଷା ହେବାର ସମ୍ଭାବନା ମଧ୍ୟ ଦେଖା ଯିବାର ସୃଷ୍ଟି କରୁଛି । ତୋ ଲୋକେ ଆଜି ଧାନ କେଉଁଠି ନିଆଯିବ,କଣ କରାଯିବ,କିପରି ଧାନ ରଖି ବି କହି ଜ୍ଞାନ ବୁଦ୍ଧି ହୀନ ଦୁଃଖରେ ଭାଙ୍ଗି ପଢିଛନ୍ତି ଲୋକେ । ପ୍ରଶାସନ ମାଣ୍ଡି ଯଦି ଶୀଘ୍ର ଦେଇଥାନ୍ତି ତେବେ ବର୍ଷା ଦେହରୁ ଲୋକେ ବଞ୍ଚିତ ହେବୁ ଗ୍ରାମ ବାସୀ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା by Proprietor Abhimanyu Maharana July 23, 2026 ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ by Proprietor Abhimanyu Maharana July 23, 2026 ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ by Proprietor Abhimanyu Maharana July 23, 2026 ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ by Proprietor Abhimanyu Maharana July 23, 2026 ନିଟ୍ ରେ ସଫଳତା ପାଇଲେ ପ୍ରିୟଦର୍ଶିନୀ ବେହେରା ଷ୍ଟଡି ଟୁରରେ ଯାଇଥିଲେ ଜାପାନ by Proprietor Abhimanyu Maharana July 23, 2026 ନବମୀ ଦର୍ଶନ କଲେ ଲକ୍ଷାଧିକ ଭକ୍ତ : ଆଜି ବାହୁଡା଼ ଯାତ୍ରା by Proprietor Abhimanyu Maharana July 23, 2026