ଏନ୍ ଭାଗ୍ୟଶ୍ରୀ ଜାତୀୟ କ୍ରିକେଟ ଟିମ୍ ପାଇଁ ମନୋନୀତ ହୋଇଛନ୍ତି

ସୂଚନା ଅନୁଯାୟୀ, ଏନ୍ ଭାଗ୍ୟଶ୍ରୀ ପିଲାଦିନରୁ ହଁ କ୍ରିକେଟ ପ୍ରତି ଆକୃଷ୍ଟ ଥିଲେ । ସେ ନିଜର ପାଠପଢା ସହ ସବୁ ଦିନ କ୍ରିକେଟ ଖେଳୁଥିଲେ । ଫଳରେ ସେ ବ୍ଲକ, ଜିଲ୍ଲା ଓ ବର୍ତ୍ତମାନ ରାଜ୍ୟସ୍ତରରେ ମନୋନୀତ ହୋଇଛନ୍ତି । ସେ ଏହାର ଶ୍ରେୟ ତାଙ୍କ ବାପା,ମା ଓ ମାଲକାନଗିରି ବାସୀଙ୍କୁ ଦେଇଛନ୍ତି । ସେ ଏହି କ୍ରିକେଟ ଖେଳରେ ତାଙ୍କର ବିଜୟୀ ଲାଭ ହେଉ ଭଲି ମାଲକାନଗିରି ଜିଲ୍ଲା ବାସୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
- Categories: ଓଡ଼ିଶା, କ୍ରୀଡ଼ା, ଖେଳ, ମାଲକାନଗିରି, ହୋମ୍
Related Content
ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର
by
Proprietor Abhimanyu Maharana
July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026