ବାଲୁକା ଶିଳ୍ପୀ ସୁଦାମ ଙ୍କ କାର୍ଯ୍ୟ କୁ : ବିଧାୟକ ଦେବେଶ ଆଚାର୍ଯ୍ୟ – ସାଧୁବାଦ୍

ଧନୁଯାତ୍ରା ଉପରେ ପର୍ଯ୍ୟବେଶିତ ଏହି ବାଲୁକା କଳା ଫଳରେ ଧନୁଯାତ୍ରା ମହୋତ୍ସବ ର ପ୍ରଚାର ପ୍ରସାର ସମଗ୍ର ବିଶ୍ଵ ଦରବାର ରେ ହୋଇପାରିବ। ସେ ସମସ୍ତ ଜନ ସାଧାରଣ ଙ୍କୁ ଆସନ୍ତା କାଲି ଠାରୁ ଆରମ୍ଭ ହେଉଥିବା ଧନୁଯାତ୍ରା ମହୋତ୍ସବ କୁ ଦେଖି ଆସିବାକୁ ଅନୁରୋଧ କରିଛନ୍ତି। ତାଙ୍କ ସହ ବରଗଡ ବ୍ଲକ୍ ଉପାଧ୍ୟକ୍ଷ ଉମେଶ ପଣ୍ଡା, ପୌର ପରିଷଦ କାଉନସିଲର ଉମା ଚରଣ ରାଉତ, ନିଷ୍ଠା ପରିବାର ର ମୁଖ୍ୟ ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ରହି ସୁଦାମ ଙ୍କୁ ଉତ୍ସାହିତ କରିଥିଲେ।
Related Content
ଆକାଶ ପଥର ବିମାନ:ସ୍ଥଳପଥରେ ପାଇଲା ନୂଆ ଜୀବନ ଗିରଳ ଛକରେ ସ୍ବପ୍ନର ପ୍ରକଳ୍ପ ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ
by
Proprietor Abhimanyu Maharana
August 14, 2026
ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
by
Proprietor Abhimanyu Maharana
August 14, 2026
ହରଘର ତ୍ରିରଙ୍ଗା କଳା ପ୍ରଦର୍ଶନୀ ଓ ରଙ୍ଗୋଲୀ କାର୍ଯ୍ୟକ୍ରମ
by
Proprietor Abhimanyu Maharana
August 14, 2026
ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ
by
Proprietor Abhimanyu Maharana
August 13, 2026
ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
August 13, 2026
ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପାରଳା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭଙ୍କର ସମ୍ମାନୀତ
by
Proprietor Abhimanyu Maharana
August 13, 2026