ଖୋର୍ଦ୍ଧାରୋଡ-ଅରଗୁଳ ଷ୍ଟେସନ ମଝିରେ ପଡ଼ିଅଛି – ମୃତ ଦେହ ଉଦ୍ଧାର

ଓଡିଶା ତାଜା ନ୍ୟୁଜ୍‌ (୭ ଜୁନ ଶୁକ୍ରବାର) ଜଟଣୀ :- ମହାଶୟ ଆଜି ତା ୦୬-୦୬-୨୦ ରିଖ ସକାଳ ୯ ଘଣ୍ଟା ସମୟରେ ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ର superintendent ଖବର ପାଇଲେ ଯେ ଗୋଟିଏ ପୁରୁଷ ର ମୃତ ଦେହ ଖୋର୍ଦ୍ଧାରୋଡ-ଅରଗୁଳ ଷ୍ଟେସନ ମଝିରେ ଡାଉନ୍ ଲାଇନ୍ ର ମଝିରେ ପଡ଼ିଅଛି ।

ଖବର ପାଇ G.R.P. ଖୋର୍ଦ୍ଧାରୋଡ଼ ଥାନା ଅପମୃତ୍ୟୁ ମାମଲା ନମ୍ୱର ୨୮/୨୦ ପଞ୍ଜିକୃତ କରି S.I. ଦାମୋଦର ଭୂୟାଁ ଓ ଅନ୍ୟମାନେ ଯାଇ ଶବକୁ ପଞ୍ଚନାମା କଲେ ଓ ଖୋର୍ଦ୍ଧା ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ବ୍ୟକ୍ତିଙ୍କ ବୟସ – ୨୧ ରୁ ୩୦,ପତଳା ଶରୀର,ଫ୍ରେନ୍ସ କଟ୍ ଦାଢ଼ି,ବ୍ଲୁ କଲର୍ ହାଫ୍ ପ୍ୟାଣ୍ଟ୍ ପିନ୍ଧିଥିଲା। (ରିପୋର୍ଟ – ଇଫତେଖାର ଅଲ୍ଲୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version