ଆଜି ଅପରାହ୍ନ ସାଢ଼େ ୧ଟାରେ ରାଜ୍ୟ କ୍ୟାବିନେଟ ବୈଠକ – ଭୁବନେଶ୍ୱର

ଓଡିଶା ତାଜା ନ୍ୟୁଜ୍‌ (୭ ଜୁନ ଶୁକ୍ରବାର) ଭୁବନେଶ୍ୱର :- ଆଜି ଅପରାହ୍ନ ସାଢ଼େ ୧ଟାରେ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ । ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ୪ଟି ପ୍ରସ୍ତାବରେ ଲାଗିପାରେ ମୋହର । ଲୋକସେବା ଭବନରେ ଭିସି ଜରିଆରେ ହେବ ବୈଠକ !!

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version