କେନ୍ଦ୍ର ଜଳଶକ୍ତି ବିଭୀଗୀୟ ମନ୍ତ୍ରୀ ଶ୍ରୀଗଜେନ୍ଦ୍ର ସିଂ ସେଖାୱାତ ଙ୍କୁ ସାକ୍ଷାତ କଲେ – ସାଂସଦ ଅପରାଜିତା

୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ  ଅପରାଜିତା ଷଡ଼ଙ୍ଗୀ ମହୋଦୟାକେନ୍ଦ୍ର ଜଳଶକ୍ତି ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ମହୋଦୟଙ୍କ ସହ ଭୁବନେଶ୍ୱର ଲୋକସଭାରେ ପାଇପ ଯୋଗେ ଜଳ ଯୋଗାଣ ସମ୍ୱନ୍ଧୀୟ ବିଷୟ ଆଲୋଚନା କଲେ lସମୁଦାୟ 2ଲକ୍ଷ 78 ହଜାର ପରିବାର ମଧ୍ୟରୁ 1ଲକ୍ଷ 14ହଜାର ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ l 129କୋଟି ଟଙ୍କlର ଅର୍ଥରାଶି ପ୍ରଦାନ କରାଯାଇଛି l ସତ ପ୍ରତିଶତ ଘରେ କିପରି ଯଥାଶୀଘ୍ର ପାନୀୟ ଜଳ ପହଞ୍ଚିବ ସେଥିପାଇଁ ସାଂସଦ ମହୋଦୟା ବ୍ୟକ୍ତିଗତ ଭାବେ ପ୍ରାୟସରତ ଅଛନ୍ତି l

 

Exit mobile version