
୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ ଜିଲ୍ଲା /ନିଆଳି :- କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ପୋଖରୀଗାଁ ଗ୍ରାମ ରେ ଦୀର୍ଘ ୧୮ ବର୍ଷ ଧରି ଚାଲି ଆସୁଥିବ ମା ମହାଲକ୍ଷ୍ମୀ ପୂଜା ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ ଧାମରେ ଶେଷ ହୋଇଛି ୦୫ ଦିନ ଧରି ଚାଲିଥିବା ଏହି ପୂଜା ଗତ କାଲି ଭସାଣି ଯାତ୍ରା ସହ ସମ୍ପୂର୍ଣ ହେଉଅଛି କଳସ ଶୋଭାଯାତ୍ରା ମଙ୍ଗଳବାରଠାରୁ ୦୬/୧୨/୨୦୨୨ ଠୁ ଆରମ୍ଭ କରି ରବିବାର ୧୧/୧୨/୨୦୨୨ ପର୍ଯ୍ୟନ୍ତ ଶେଷ ହୋଇଛି ମଙ୍ଗଳବାର କଳସ ଶୋଭାଯାତ୍ରା, ବୁଧବାର ଚକ୍ଷୁ ଦାନ ସହ ସନ୍ଧ୍ୟା ରେ ଅନନ୍ୟା କଳା ମନ୍ଦିର ପୁରୀ ଦ୍ୱାରା ବୁଧବାର ଓ ଗୁରୁବାର ତାହା ସହ ମୁଖ୍ୟ ପୂଜା ଓ ଶୁକ୍ରବାର ପୂର୍ଣ୍ଣାହୂତି ଶହ ଗ୍ରାମ ର ପ୍ରାୟ ୨୦୦୦ ଲୋକ ଙ୍କ ପାଇଁ ଖାଦ୍ୟ ବେବସ୍ତ ଓ ଶନିବାର ମା ମହାଲକ୍ଷ୍ମୀ ପୂଜା ସମ୍ମାନ -୨୦୨୨ ଓ ଗାଁ ର ଓ ଗାଁ ର ପାଖାପାଖି ସ୍କୁଲ ପିଲା ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଓ ଦେଶରେ ସମ୍ମାନ ଅଥିତୀ ଭବେ – ଓଡ଼ିଶା କିନର ମୋହସଂଗ ସମାଜ ସେବୀ ମୀରା ପରିଡ଼ା, କଟକ ଓଡ଼ିଶା ସ୍ଵପ୍ନ ଫାଉଣ୍ଡେସନ ମୁଖ୍ୟ ସୁଧାଂଶୁ ଶେଖର ପାତ୍ର, ନିଆଳି ବ୍ଳକର ବହୁ ପୁରାତନ ମେଡ଼ିକାଲ୍ ଚିତ ରଂଜନ ସେବା ସଦନ Ceo /ପ୍ରଫେସର୍ ଅଭିନେତା ସୌମ୍ୟାରଂଜନ ମିଶ୍ର, ଓଡ଼ିଆ ଫିଲ୍ମ ଜଗତ ଜଣାଶୁଣା ଅଭିନେତା ପାର୍ଥ ସାରଥି ରାୟ, ଫିଲ୍ମ୍ ନିର୍ମାତା ଶକ୍ତି ଜଗଦେବ ଜଗଦେବ ଫିଲ୍ମ ମୁଖ୍ୟ ବା ତାଙ୍କ ଆଗାମୀ ଫିଲ୍ମ୍ ଫାଲଗୁନ ଚୈତ୍ର ର ପ୍ରଥମ ପ୍ରମୋସଂନ ପୋଖରୀଗାଁ ରେ ହେଉଥିବା ବେଳେ ଗ୍ରାମ ର ହାଇ ସ୍କୁଲ ର ଶିକ୍ଷକ ଚତିତା ନନ୍ଦ ବସ୍ତିଆ, ଅଶୋକ ସାହୁ ଓ କମିଟି ର ଦୁଇ ମେମ୍ବର ଗୌତମ ମହାରଣା ଓ ପବିତ୍ର ଦାସ ବିଷ୍ଣୁ ପ୍ରଧାନ ଙ୍କୁ ସମ୍ମାନିତ କରିବା ସହ ଗ୍ରାମ ରେ କୁନି ପିଲା ମାନଙ୍କୁ ପ୍ରଥମ , ଦ୍ୱିତୀୟ, ତୃତୀୟ ଙ୍କୁ କପ୍ ମିଳିବା ସହ ସମସ୍ତ ଙ୍କୁ ଶାଟିଫିକେଟ ପ୍ରଦାନ କରାଯାଇଥିଲା ଓ ନିଆଳି ପ୍ରେସ କ୍ଲବ, ଓଡ଼ିଶା ନ୍ତୁଜ, Times Odia MBC tv reports ମାନକୁ ସମେତ ବହୁ ଜଣକୁ ସମ୍ମାନ କରାଯାଇଥିଲା ଗତ କାଲି ଭସାଣି ରେ ଢୋଲ ବାଜା,Dj ସାଙ୍ଗକୁ ମା ମହାଲକ୍ଷ୍ମୀ ପୂଜା ୧୮ ତମ ବର୍ଷ ସଂପୂଣ୍ଣ ହୋଇଛି କମିଟି*ପ୍ରେସିଡେଣ୍ଟ ଶ୍ରି କଳ୍ପତରୁ ଦାଶ, ସେକ୍ରେଟ୍ରିରି ସୁଶିଲ କୁମାର ବେହୁରା ଓ ସଦସ୍ୟ ମୃତ୍ୟଂଜୟ ବସ୍ତିଆ, ଅରକିତ ଜେନା, ସଂଜୟ ସ୍ଵାଇଁ, ବାପି ପ୍ରଧାନ, ମୁକେଶ ବସ୍ତିଆ, ଦୀପ୍ତିକାନ୍ତ ବସ୍ତିଆ, ଅଭିଜିତ ମୋହାରନା, ଗୌତମ ମହାରଣା, ଆଶିଷ ନାୟକ, ସୁଜିତ୍ ବସ୍ତିଆ ସମେତ ସମ୍ମାନ ପୋଗ୍ରାମ ପରିଚାଳନା ଆଦେଶ ବସ୍ତିଆ ଓ ଚିନ୍ମୟ ବସ୍ତିଆ ବୁଝୁଥିଲେ

