୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ପୋୖର ପରିଷଦରେ ଆଜି ମୁକ୍ତା ଯୋଜନାକୁ ନେଇ ULB ସ୍ତରୀୟ ବୈଠକ ଅଧ୍ୟକ୍ଷା ଶ୍ରୀମତୀ କବିତା ମାହୁନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୋୖର ପରିଷଦର ୧୯ ଗୋଟି ୱାର୍ଡରୁ ଆସିଥିବା ପ୍ରସ୍ତାବିତ ସମ୍ପୂର୍ଣ କାର୍ଯ୍ୟ ତାଲିକା ମୁକ୍ତା ଯୋଜନା ମାଧ୍ୟମରେ ଉନ୍ନୟନ ମୂଳକ କାର୍ଯ୍ୟ, ନୂତନ ପ୍ରକଳ୍ପ, ମୌଳିକ ସମସ୍ୟାର ସମାଧାନ ଆଦି ଦିଗରେ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।
ବୈଠକରେ ମାଲକାନଗିରି ଉପ ପୋୖର ଅଧ୍ୟକ୍ଷା କବିତା ମାହୁନ୍ତ, ପୋୖର ଅଧିକାରୀ ଶ୍ରୀ କାହ୍ନୁ ଚରଣ ପଟ୍ଟନାୟକ, ପୌର ଯନ୍ତ୍ରୀ ଶ୍ରୀ ଇନ୍ଦୁ ମାଧବ ସରକାର, ମୁକ୍ତା ଯୋଜନାର ପ୍ରକଳ୍ପ ସଂଯୋଜକ ଶ୍ରୀ ସୁମନ ଗୋରଡ଼ା, ସହରାଞ୍ଚଳ ମିଶନ ପରିଚାଳକ ଜଗନ୍ନାଥ ଖେମୁଡୁ, କନିଷ୍ଠ ଯନ୍ତ୍ରୀ ସୁଭକାନ୍ତ ଜେନା, କମ୍ୟୁନିଟି ଅର୍ଗାନିଜ଼ର ଶ୍ରୀମତୀ ଆରତୀ ମହାପାତ୍ର ମୁକ୍ତା ଯୋଜନା ଯନ୍ତ୍ରୀ ଶ୍ରୀ ଆନନ୍ଦ ମାଲୋ,

