ଗଜପତିଜିଲ୍ଲା ପ୍ରଶାସନର ସହ ଯୋଗଯୋଗୁଁ ବଞ୍ଚିବାର ରାହା ପାଇଲା ଗୁମ୍ମାବ୍ଲକର ଅସହାୟ ଶିଶୁ

୭ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଜିଲ୍ଲା ପ୍ରଶାସନର ସହୋଜଗ ଯୋଗୁ ବଂଚିବାର ରାହା ପାଇଲା ଅସହାୟ ଶିଶୁ। ଏକ ବିଶେଷ ସୁତ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ଅରୁଣ କୁମାର ତ୍ରିପାଠୀ ଙ୍କୁ ଖବର ମିଳିଲା ଯେ ଗୁମ୍ମା ବ୍ଲକର ଏକ ସାତ ବର୍ଷ ର ଶିଶୁ ଯାହାକଂର ପିତାଙ୍କ ମୃତ୍ୟୁ ପରେ ତାଂକର ମା ଛାଡି କେଉଁଆଡେ ପାଇଯାଇଛନ୍ତି ଏବଂ ଶିଶୁ ଜଣକଂ ଏଣେ ତେଣେ ବୁଲୁ ଛନ୍ତି । ତାଂକର ୭୦ ବର୍ଷ ର ଜେଜେ ମା କିଛି କରିପାରୁନାହାଁନ୍ତି । ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ତୁରନ୍ତ ସହାୟତା ପାଇଁ ଚାଇଲଡ ଲାଇନ କୁ ଜଣାଇଥିଲେ।

ଚାଇଲଡ ଲାଇନ ଦୁଇ ଦିନ ଖୋଜିବା ପରେ ଶିଶୁ କୁଂ ଉଧାର କରି ଶିଶୁ କଲ୍ୟାଣ ସମିତି କଂ ନିକଟରେ ହାଜର କରିବା ପରେ ଶିଶୁ କଲ୍ୟାଣ ସମିତି ଶିଶୁ କଂ ବିଷୟ ଜାଣିବା ପରେ ରେ ଶିଶୁ କୁଂ ଆର ସୀତାପୁରର ଶୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ରେ ଥଇଥାନ କରିଛନ୍ତି । ଶିଶୁ କଂ ର ମାଗଣାରେ ଖାଇବା ରହିବା ଓ ପଢିବା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ସହ ଶିଶୁ ର ସମସ୍ତ ଦାଇତ ନେଲାଜିଲ୍ଲା ପ୍ରଶାସନ ।

Exit mobile version