ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର

ଓଡିଶା ତାଜା ନ୍ୟୁଜ୍‌ (୦୪ ଜୁନ୍ ଗୁରୁବାର ) ବିଜୁ ଯୁବ ଜନତା ଦଳ :- ଭୁବନେଶ୍ୱର ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳ ରରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଯୁବଜନତା ଦଳ ରରାଜ୍ୟ ସାଙ୍ଗଠନିକ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ସଂଯୋଜନାରେ ସରକାରଙ୍କ କୋଭିଡ୍‌-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷାକରି ଏକ ରକ୍ତଦାନ ଶିବିର ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।

ଏହି ରକ୍ତଦାନ ଶିବିର କୁମୁଖ୍ୟ ଅତିଥି ଭାବେଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିଥିଲେ ଏବଂ ଜୀବନ ବିନ୍ଦୁ ରରାଜ୍ୟ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ,ଯାଜପୁରର ମାନ୍ୟବର ବିଧାୟକ ତଥା ବିଜୁ ଜନ ତାଦଳର ରାଜ୍ୟ ସଙ୍ଗଠନ ସାଧାରଣସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ ୟସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା, ମାନ୍ୟବର ରାଜ୍ୟ ସଭାସାଂସଦ ତଥା ବିଜେଡି ଆଇ.ଟିୱିଙ୍ଗ୍ ଅଧ୍ୟକ୍ଷ ଡଃ. ଅମର ପଟ୍ଟନାୟକ, ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ବଳବନ୍ତରାୟ ଓଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ତଥା ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିର କ୍ତଦାତା ତଥା କର୍ମ କର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିର ରେ ସ୍ୱେଚ୍ଛା କୃତଭାବେ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଯୁବ ଜନତା ଦଳ ର ଉପଦେଷ୍ଟା କୁନ ବିହାରୀ ଦାସ, ଉପ ସଭାପତି ସନ୍ତୋଷ ବେଜ୍‌, ସାଧାରଣ ସମ୍ପାଦକ ଧ୍ରୁତିରଞ୍ଜନ ମାର୍ଥା,ମଧୁସ୍ମିତା ପରିଡା, ସମ୍ପାଦକ ମଳୟ ରଞ୍ଜନ ପତି, ନିହାର ରଞ୍ଜନ ବେହେରା, ଶୁଭ୍ରାସୁଂ ନାରାୟଣ ମିଶ୍ର, ଆଶିସ୍‌ ମିଶ୍ର, ଅବିନାସ ପ୍ରଧାନ, ସାଂଗଠନିକ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୁଜାପଣ୍ଡା, ବିଜୁ ଯୁବଜନତା ଦଳର ଆଇ.ଟିୱିଙ୍ଗ୍‌ ରାଜସଂଯୋଜକ ଦୁଷ୍ମନ୍ତ ବେହେରା, ମହୀକ୍ଷୀତା ମିଶ୍ର, ଯୁବ ନେତା ଆଲୋକ ବେହେରା, ଦୀପକ କୁମାର ସାହୁ, ସୋମ୍ୟ ସାର୍ଥକ ରାୟ, ଚେତନ୍‌ ମହାପାତ୍ର, ଦୀପ୍ତି ରଞ୍ଜନ ପାଲ୍‌, ବିଶ୍ୱଜ୍ୟୋତି ବେହେରା, ଜୋନାଲୀକବି, ଲିପ୍‌ସା ଦାସ ପ୍ରମୁଖ ସହଯୋଗକ ରିଥିଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version