
୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲା ଆର.ଉଦୟଗିରି ଥାନାର କେଡିପଦର ମୌଜା ଅନୁଗୁରୁ ଅଞ୍ଚଳରେ ହୋଇଥିବା ବେଆଇନି ଗଞ୍ଜେଇ ଚାଷକୁ ମଙ୍ଗଳବାର ନଷ୍ଟ କିରିଛି ଅବକାରୀ ଓ ପୁଲିସ ବିଭାଗ ।

