
୨୮ ନଭେମ୍ବର ସୋମବାର (ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ଜିଲ୍ଲା କୃଷକ ସମବାୟ ସେଲ ପକ୍ଷରୁ ମଙ୍ଗଳବାର ଦିନ , ପଦ୍ମପୁର ଉପ ନିର୍ବାଚନରେ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ, କୃଷକ ନେତା ପ୍ରଦିପ ପୁରୋହିତଙ୍କ ବିଜୟ ପାଇଁ , କଟକ ଜିଲ୍ଲା ସମବାୟ ସେଲ ପକ୍ଷରୁ ଫୁଲନଖରା ନିକଟସ୍ଥ ଲକ୍ଷେଶ୍ୱର ମହାଦେବଙ୍କ ନିକଟରେ ଦୀପଦାନ କରାଯାଇଥିଲା ।

