ଗଜପତି ଡି.ଏସ୍.ପି ଙ୍କ ସ୍ତ୍ରୀ ସୁଷମା ପ୍ରଧାନ ଙ୍କ ରେଳ ଦୁର୍ଘଟଣାରେ ମତ୍ୟୁ ।

ଓଡିଶା ତାଜା ନ୍ୟୁଜ୍‌ (୦୪ ଜୁନ୍ ଗୁରୁବାର ) ପାରଳଖେମୁଣ୍ଡି – ଗଜପତି :- ରହ୍ମପୁର ସହରର ଖୋଡାସିଂ ନିକଟ ରେ ଗତ କାଲି ରାତ୍ରରେ ରେଳ ଲାଇ ନ୍ ଲାଇନ ପାର କରି ଏକ ମନ୍ଦିରକୁ ପୂଜା ପାଇଁ ଯାଉଥିବା ବେଳେ ରେଳ ଗାଡ଼ିରେ ବଡ଼ାଇ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛିl ମୃତ ସୁଷମା ପ୍ରଧାନ ହେଉଛ ନ୍ତି ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଡି.ଏସ.ପି ଅନିଲ ପ୍ରଧାନ ଙ୍କ ସ୍ତ୍ରୀ ବୋଲି ଜଣା ପଡିଛି

ଦୁର୍ଘଟଣାରେ ମୃତ ସୁଷମା ବ୍ରହ୍ମପୁର ସହରର କଳିଙ୍ଗ ନଗରର ଦ୍ଵିତୀୟ ଲାଇନ ରେ ରହୁଥିଲେ ଡିଏସ ପି ପ୍ରଧାନଙ୍କ ସ୍ତ୍ରୀ ଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଶୋକର ଛାୟା ଖେଳାଇ ଦେଇଛି (ରିପୋର୍ଟ: ଗରୁଡ଼ ଧ୍ଵଜ ଚୌଧୁରୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version