ବ୍ରାହ୍ମଣ୍ଡି ନିକଟରେ ଏକ ବଜ୍ରକାପ୍ତା ଚାଲାଣ କରାଯାଉଥିବା ବେଳେ ଚଢାଉ : ଜଣେ ମାଫିଆ ଗି୍ରଫ – ଜୟକୃଷ୍ଣ ତରାଇ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଟାଙ୍ଗୀ :- ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଟାଙ୍ଗୀ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣ୍ଡି ନିକଟରେ ଏକ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବାର ବିଶ୍ଵସ୍ତ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଚଢାଉ କରିଛି ଏସ ଟି ଏଫ୍ । ଏହି ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।
Related Content
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ
by
Proprietor Abhimanyu Maharana
May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ
by
Proprietor Abhimanyu Maharana
May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ
by
Proprietor Abhimanyu Maharana
May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ
by
Proprietor Abhimanyu Maharana
May 11, 2026
ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ
by
Proprietor Abhimanyu Maharana
May 11, 2026
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
May 11, 2026