ଘନ ଘନ ବିଦ୍ୟୁତ କାଟ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ଅସନ୍ତୋଷ

1. ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସରକାରଙ୍କ ଟୋଲ ଫ୍ରି ନମ୍ବର ଦେଖାଇ ଗରିବଙ୍କୁ ଭୂଆଁ ବୁଲାଉଛନ୍ତି ।

2. ବିଦ୍ୟୁତ ବିଭାଗ ଯନ୍ତ୍ରୀ ଗରିବକୁ ଅଣଦେଖା କରୁଥିବା ବେଳେ ଗରିବ ଲୋକଙ୍କ ତଣ୍ଟିଚିପି କୋଟିପତି ଲୋକଙ୍କୁ କରୁଛନ୍ତି ମାଲେମାଲ୍ ।

3. ମିଟର ସଂଶୋଧନ ନାଁ ରେ ଆର,ଉଦୟଗିରି ବିଦ୍ୟୁତ ବିଭାଗ ହରିଲୁଟ୍ କରୁଛନ୍ତି । ଏକ ଟଙ୍କା ଜାଗାରେ ୫ ଟଙ୍କା ନେଉଛନ୍ତି ।

5. ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କୁ ଅଭିଯୋଗ ଜଣାଇଲେ ଦେଖାଉଛନ୍ତି ‘ଟୋଲଫ୍ରି ନମ୍ବର’… ଅନ୍ଧକୁ ଦିଅଁ ଦେଖାଉଛନ୍ତି କନିଷ୍ଠ ଯନ୍ତ୍ରୀ ।

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ପରୀକ୍ଷା ଓ ପିଲାଙ୍କ ଆଖି ଆଗରେ ରଖି ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୁଳି କାଟ୍ କୁ ବନ୍ଦ କରିବା ପାଇଁ ଟାଟା ପାୱାର କୁ କିଛି ଦିନ ପୂର୍ବେ ନିର୍ଦ୍ଦେଶ ଦେଇଥିଲେ। ତେବେ ବୋଧହୁଏ ସରକାରୀ ନିର୍ଦ୍ଦେଶ ଟାଟା ପାୱାର ପାଇଁ କୌଣସି ମୂଲ୍ୟହିନ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କୁ ମଧ୍ୟ ବେଖାତିର୍ କରି ଚାଲିଛି ଟାଟା ପାୱାର। ଗଜପତି ଜିଲ୍ଲା ଆର,ଉଦୟଗିରି ଓ ନୁଆଗଡ ବ୍ଲକ ର ସମସ୍ତ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଅତିଷ୍ଟ ହୋଇଗଲେଣି ଅଂଚଳ ବାସୀ । ପ୍ରଥମେ ତ କିଛି ସମୟ କରୁଥିଲା ବିଜୁଳି। କିନ୍ତୁ ସରକାରୀ ନିର୍ଦ୍ଦେଶ ଯାହା ବିଜୁଳି ନ କରିବା ପାଇଁ ଆସିବା ପରଠାରୁ ଅଧିକ ରୁ ଅଧିକ ତଥା ପ୍ରତି ରାତି ହେଉ ବା ଦିନ ୧୦-୨୦ଥର ରୁ ଅଧିକ ପାୱାର କଟ୍ ହେଉଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ, ବର୍ତ୍ତମାନ ପିଲାଙ୍କ ପାଠପଢା ବାଧାପ୍ରାତ ହେଉଛି । ବାରମ୍ବାର ଅଘୋଷିତ ବିଜୁଳି କାଟ ସକାଳ ସମୟରେ ବିଦ୍ୟୁତ କ।ଟ ଯୋଗୁ ଗ୍ରାମ ଜଳ ଯୋଗାଣ ବ୍ୟାଘାତ ସୃଷ୍ଟି ହେଉଥିବା କହିଛନ୍ତି ଅନେକ ଅଭିଭାବକ। ମୋହନା ଓ ଆର,ଉଦୟଗିରି ବିଦ୍ୟୁତ ଟାଟା ପାୱାର ପକ୍ଷରୁ ଭୁଲ ଓ ଅଧିକ ବିଲ ପ୍ରଦାନ, ମନ ଇଚ୍ଛା ଲାଇନ୍ କନେକ୍ସନ୍ କରିବା ଅଭିଯୋଗ ଆଗରୁ ଆସିଥିବା ବେଳେ ବର୍ତ୍ତମାନ ପିଲାଙ୍କ ପାଠ ପଢା ବ୍ୟାଘାତ ସୃଷ୍ଟି କରୁଥିବା ଘଟଣା ଏବେ ଜନ ଅସନ୍ତୋଷ ର କାରଣ ବୃଦ୍ଧି କରୁଛି। ପିଲାଙ୍କ ଭବିଷ୍ୟତ କୁ ନେଇ ଯଦି ଟାଟା ପାୱାର ଖେଳ ଖେଳେ ତେବେ ଏହା ବରଦାସ୍ତ କରାଯିବ ନାହିଁ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ରାତି ନିଦ ନଥାଉଛି କି ରାତି ସାରା ବିଦ୍ୟୁତ ଘଣ୍ଟା ଘଣ୍ଟା ବିଦ୍ୟୁତ କଟାଯାଉଛି ।

ଏହି ଅଞ୍ଚଳରେ ଟାଟା ପାଓ୍ବାର କିଛି ତଳେ ଏହିପରି ବିଦ୍ୟୁତ କାଟୁଥିବା ଖବର ବିଭିନ୍ନ ଖବର କାଗଜରେ ପ୍ରକାଶ ପରେ କିଛି ଦିନ ପାଇଁ ବିଦ୍ୟୁତ କାଟ ବନ୍ଧ ଥିଲା । ପୁଣି କିଛି ଦିନ ହେବ ବିଦ୍ୟୁତ କାଟ ଆରମ୍ଭ ହୋଇଛି । ମାତ୍ର ଟାଟା ପାଓ୍ବାର ପ୍ରତିଦିନ ଦିନ ରାତି ଘଣ୍ଟା ଘଣ୍ଟା ବିଦ୍ୟୁତ କାଟି ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ ହେଉଛି । ବିଷେସ କରି ବିଦ୍ୟୁତ କାଟ ସକାଳ ସମୟରେ ବିଦ୍ୟୁତ କାଟ ଯୋଗୁ ଗ୍ରାମବାସୀ ଜଳ ଯୋଗାଣ ବାଧ୍ୟପ୍ରାତ ସୃଷ୍ଟି ହେଉଛି । ଏଥିପ୍ରତି ଗଜପତି ଜିଲ୍ଲାପାଳ ଧନ୍ୟଦେଇ ସକାଳ ସମୟରେ ବିଦ୍ୟୁତ ବନ୍ଧ କରିବାକୁ ଗ୍ରାମବାସୀ ତରଫରୁ ଦାବି ହେଉଛି । ଏହି ବିଷୟ ନେଇ ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ପଚାରିଲେ କହନ୍ତି ମୋହନା ଥାଟିଥି ବେକଡାନ କହିନ୍ତି ଜଦି ମୋହନା ବେକ୍ରଡାନ ଥାଉଛି ମୋହନା କିପରି ବିଦ୍ୟୁତ ଥାଉଛି । ମୋହନା ସବଟେସନରେ ଜାଣି ଜାଣି ଏହିପରି ବାରମ୍ବାର ବିଦ୍ୟୁତ କଟି ଲୋକଙ୍କୁ ହଇରାଣ କରନ୍ତି । ସାଧାରଣତର ଚର୍ଚା ହେଉଛି ଯେ ମୋହନା ଅଞ୍ଚଳରେ ଏହିପରି ବାରମ୍ବାର ଯଦି ବିଦ୍ୟୁତ କାଟନ୍ତି ତାହା ସେହି ଅଞ୍ଚଳର ଲୋକମାନେ ଅଫିସରେ ପସି ଅଫିସର କର୍ମଚାରୀଙ୍କୁ ମାଡ ମାରିବା ସହ ଅଫିସକୁ ପୁଡି ନଷ୍ଟ କରିଦେବ ବୋଲି ବିଦ୍ୟୁତ ବିଭାଗ ଭୟରେ ମୋହନା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟିକୁ ଭୟ କରୁଥିବା ଚର୍ଚା ହେଉଛି । ପ୍ରତି ଘଣ୍ଟାରେ ଘଣ୍ଟା ଘଣ୍ଟା ଧରି କାହିଁକି ବିଦ୍ୟୁତ କଟାଯାଉଛି । ଏହା ଉତ୍ତର ଆର,ଉଦୟଗିରି ସବ୍ଡିଭିଜନ SDO ଓ J E ପାଖରେ ନାହିଁ ସେମାନେ କହିନ୍ତି ଟାଟା ଓ୍ବାବାର କମ୍ପାନୀକୁ ପଚାର ସେଥିଯୋଗୁ ଗ୍ରହକମାନେ ଉତ୍ତେଜିତ ହୋଇ ବିଦ୍ୟୁତ କର୍ମଚାରୀ ହେଉକି ଟାଟା ଷ୍ଟାଫ ବିଦ୍ୟୁତ ବିଳି ମାଗିବାକୁ ଆସିଲେ ଏମାନଙ୍କୁ ଠିକ୍ ଜବାବ ଦେବାକୁ ଗ୍ରାହକ ସଜବାଜ ହେଉଛନ୍ତି ।

Exit mobile version